କୁଡ଼ାସିଂହାରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ୮୦ତମ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଗାଁର ରାଧାକୃଷ୍ଣ ମନ୍ଦିରରେ ଆଦିତ୍ୟ ବାହିନୀ ଆନୁକୂଲ୍ୟରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ୮୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରୀ ଗୋବର୍ଦ୍ଧନ ମଠର ବଲାଙ୍ଗିର ଜିଲ୍ଲା କ୍ଷତ୍ରିୟ ସମ୍ପାଦକ ବିପିନ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଶ୍ରଷ୍ଟି ଜଳଧର ସାହୁ, ଆଦିତ୍ୟ ବାହିନୀର ସଭ୍ୟ ରମେଶ ସାହୁ, ଅମେଷ ସେଠ୍, ମୋତିଲାଲ ସାହୁ, ପୂଜକ ସୁବାସ କରଙ୍କ ସହ ଆନନ୍ଦ ବାହିନୀର ସଭ୍ୟାମନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.