ଖଲିଆପାଲିରେ ବନ ବିଭାଗର ଚଢାଉ : ବାର୍‌ହା ମାଂସ ଜବତ ସହ ଜଣେ ଗିରଫ ହୋଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଂଜର ଖଲିଆପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବାର୍‌ହା ମାଂସକୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ତେବେ ଗିରଫ ହାଇଥିବା ଅଭିଯୁକ୍ତ ଜଣକ ସୂର୍ୟ୍ୟକାନ୍ତ ଭୁଏ ବୋଲି ସୂଚନାରେ କୁହାଯାଇଥିବା ବେଳେ ଚଢାଉରେ ସାମିଲ ଥିବା ଲୋଇସିଂହା ରେଂଜର କର୍ମଚାରୀମାନଙ୍କୁ ଡିଏଫ୍‌ଓ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

error: Content is protected !!