ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ତରଫରୁ ଶୁକ୍ରବାର ଦିନ ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚ ଯଶୋବନ୍ତି ନାଏକ୍, ହେମନ୍ତ ବିଭାର, ନାଏକ ସରପଞ୍ଚ ସୌମିତ୍ରି ପଧାନ, ୱାର୍ଡ ମେମ୍ବର ରମେଶ ମହାପାତ୍ର, ଧନମାଲି ଭୋଇ, ସାଭେ ସାହୁ, କୁମଦିନି ସେଠ୍, ସରୋଜିନୀ ଭୋଇଙ୍କ ସହ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତି ଥିଲେ ।

Leave A Reply

Your email address will not be published.