ଋଷିକୂଲ୍ୟା ପୁନରୁଦ୍ଧାର, ଆନିକଟ୍ ନିର୍ମାଣ ଏବଂ ଆର୍ଯ୍ୟପଲ୍ଲୀ ଫିସିଂ ହାରବର ଶୀଘ୍ର ନିର୍ମାଣ ଉପରେ ଗୁରୁତ୍ୱାରୋପ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ କହି ଆସିଛନ୍ତି ବର୍ତ୍ତମାନର ସରକାର ଲୋକଙ୍କ ସରକାର । ତେଣୁ ଲୋକମାନେ ଯୋଜନା ଠାରୁ ଆରମ୍ଭ କରି ବଜେଟ୍ ଯାଏଁ ସମସ୍ତ କଥା ଜାଣିବା ଦରକାର । ସେହି ଅବଲୋକନରେ ଆଜି ଉଚ୍ଚ ଶିକ୍ଷା ବିଭାଗର କମିଶନର ଏବଂ!-->…
Read More...
Read More...