Daily Archives

ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ବିଧାୟକ ଇଂ. ରଘୁନାଥ ଜଗଦଲା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ଜିଲ୍ଲାର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା । ବୁଧବାର ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ଅଧ୍ୟକ୍ଷା ନିଯୁକ୍ତ କରିଥିବା ବେଳେ ସେହି
Read More...

ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେଲେ ପ୍ରୀତି ସୁନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁଶ୍ରୀ ପ୍ରୀତି ସୁନା । ସେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀଙ୍କ ଠାରୁ ଆଜି ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଶ୍ରୀ ସୁନା
Read More...

ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏବଂ ଏ.ଡି.ଜେ. ସାହେବ ରାମଚଣ୍ଡୀଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏବଂ ଏ.ଡି.ଜେ. ସାହେବ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି । ମନ୍ଦିରର ନିର୍ମାଣ ଶୈଳୀ, ପ୍ରାସାଦ ଏବଂ ପ୍ରକୃତିର ଅନବୈଦ୍ୟ ସୁରମ୍ୟ ଋଷିକୁଲ୍ୟା ନଦୀର
Read More...

ନିରନ୍ତର ଶିକ୍ଷା ଏବଂ ଦକ୍ଷତା ଆଧାରିତ ପ୍ରଶାସନ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନିକ ସେବା ଲାଗି ଅତ୍ୟନ୍ତ ଜରୁରୀ:…

ନାଗରିକ-କୈନ୍ଦ୍ରିକ ପ୍ରଶାସନ ପାଇଁ କର୍ମଯୋଗୀ ସାଧନା ସପ୍ତାହ ନାମରେ ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତଏକୀକୃତ କ୍ଷମତା ବିକାଶ ରୂପରେଖ ପ୍ରସ୍ତୁତି ପାଇଁ ମନ୍ତ୍ରଣାଳୟ, ରାଜ୍ୟ ଏବଂ ତାଲିମ ପ୍ରତିଷ୍ଠାନକୁ ଏକାଠି କରିଛି କର୍ମଯୋଗୀ ସାଧନା ସପ୍ତାହ
Read More...