Monthly Archives

March 2026

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କେଲ ରାଷ୍ଟ୍ରୀୟ ବିକାଶ ବଂଜାରା ମିଶନ ସଦସ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରୀୟ ବଂଜାରା ବିକାଶ ମିଶନର ସଦସ୍ୟମାନେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ସରକାରୀ ବାସଭବନ ୩, ସବ୍ ଦରଜରଙ୍ଗ ରୋଡ ଠାରେ ସାକ୍ଷାତ କରି ବଂଜାରା ଆଦିବାସୀ ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୀବନାନନ୍ଦ
Read More...

ଦୁର୍ଘଟଣାରେ ଯୁବକର ମୃତ୍ୟୁକୁ ନେଇ ରାସ୍ତାରୋକ, କ୍ଷତିପୂରଣ ଦାବି କଲେ ପରିବାର ବର୍ଗ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ପଂଚାୟତର ଚୁଙ୍ଗିଦାଦର ଠାରେ ଟ୍ରଲର ଧକ୍କାରେ ପାଣ୍ଡେସରା ଗ୍ରାମର ଧିରେନ୍ ପଧାନ(୪୫)ଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ମୃତ ଧିରେନ ଏକ ଏନଜିଓ ସଂସ୍ଥାରେ କାମ ସାରି ଘରକୁ ଫେରୁଥିବା ବେଳେ ଟ୍ରଲର ଟି ତାଙ୍କୁ
Read More...

ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ : ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା : ତନାଘନା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦ ଚିହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି । ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ରମାନେ ମଧ୍ୟ
Read More...

ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଅବସରରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତି ବେଦାନ୍ତର ଶ୍ରୀଧର ମହାରାଜ,
Read More...

ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ନିଶୁଳ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ବ୍ରହ୍ମଣ ସନ୍ତାନମାନଙ୍କୁ ସାମୂହିକ ନିଶୁଳ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୪୦ ବର୍ଷ ହେବ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏହି
Read More...

ନାବାଳିକାକୁ ଦୁଷ୍କର୍ମ ମାମଲା : ଯୁବକଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ରଣଜିତପୁର ଗାଁର ଜଣେ ଯୁବକ ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ମାମଲାରେ ଯୁବକ କୋର୍ଟ ଚାଲାଣ କରିଛି ପାଇକମାଳ ପୁଲିସ । ପ୍ରାପ୍ତ ସୂଚନା ଅନୁସାରେ, ପାଇକମାଳ ଥାନା ଅଞ୍ଚଳର
Read More...

ବିଦ୍ୟାଳୟ ପାଖରେ ବେଆଇନ ଆମିଷ ଦୋକାନ : ପ୍ରଶାସନର ନୀରବତା ପ୍ରଶ୍ନଚିହ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ନିକଟସ୍ଥ ଭେଉଁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଲି ଛକରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ବେଆଇନ ଭାବେ ଚାଲୁଥିବା ଆମିଷ ଦୋକାନକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟାଳୟର ପାଚେରୀ ସହିତ ଲାଗି ଦୁଇଟି ଆମିଷ ଦୋକାନ
Read More...

ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ କୁଡିଆ ଘରେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତର ଅପହଞ୍ଚ ଗାଁ ପଲସାପାଲିର ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ପହଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ । ବୃଦ୍ଧବୃଦ୍ଧାଙ୍କ ସହ କୁଡ଼ିଆ ଭିତରେ ତଳେ ବସି ସବୁ ସମସ୍ୟା
Read More...

ପ୍ରଦୂଷଣ ନିୟନ୍ତ୍ରଣ ତଥା ବାଲ୍ୟ ବିବାହ ନିରାକରଣକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଏହି ଶିଶୁ କିପରି ଉତ୍ତମ ନାଗରିକ ହୋଇ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ତଥା ପରିବେଶ ସୁରକ୍ଷା କରିପାରିବେ । ଏହି କଥାକୁ ଚିନ୍ତା କରି ତଥା ଛାତ୍ରମାନଙ୍କୁ ଭବିଷ୍ୟତରେ ଆଦର୍ଶ ନାଗରିକ କରିବା
Read More...