Monthly Archives

March 2026

ବଙ୍ଗୋମୁଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ

ଶିକ୍ଷା ବିନା ମଣିଷ ପୂର୍ଣ୍ଣତା ପାଇପାରିବ ନାହିଁ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଦୁର୍ଯ୍ୟୋଧନ ବାଗଙ୍କ
Read More...

ଟିଟିଲାଗଡରେ ରାମ ନବମୀ ଯାତରାରେ ଫାଙ୍କା ଗୁଳିଚାଳନା

ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ଜୈନଙ୍କ ଗିରଫ ଦାବି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡରେ ପାଳିତ ରାମ ନବମୀ ଅବସରେ ଆୟୋଜିତ ଶୋଭାଯାତ୍ରା ସମୟରେ ହୋଇଥିବା ବିବାଦୀୟ ଘଟଣାର କର୍ଣ୍ଣଧାର ନବୀନ ଜୈନଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି
Read More...

ବଡ଼ ଆର୍ଜିପଲ୍ଲୀ ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼-ଆର୍ଜିପଲ୍ଲୀ ଗ୍ରାମର ଆରାଧ୍ୟ ଦେବୀ (ଗ୍ରାମଦେବୀ) ମା'ପୋଲ୍ଲାମା ଦେବୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜୋର୍‌ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଗ୍ରାମରେ ଠାକୁରାଣୀ ଯାତ୍ରା ଆସନ୍ତା
Read More...

ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରରେ ଅମୃତ ଧାରା ଉଦଘାଟିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରଠାରେ ଅମୃତ ଧାରା ଉଦଘାଟିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ଡଙ୍ଗରପଡା ପଞ୍ଚାୟତ ସରପଞ୍ଚ ରାମଦାସ
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ (ସାଧାରଣ ପ୍ରଶାସନ) ଉପରେ ସାଂସଦ ନିରଞ୍ଜନ ବିଶିଙ୍କ କଡ଼ା ସମାଲୋଚନା

ରାଜ୍ୟ ପୋଲିସ ଭୂମିକା ଦୁର୍ବଳ ହେଲେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବ ।ବଲାଙ୍ଗିର ନକ୍ସଲ ମୁକ୍ତିରେ ଓଡ଼ିଶା ପୁଲିସର ମୁଖ୍ୟ ଭୂମିକା : ସହଯୋଗୀ ଭୂମିକାରେ କେନ୍ଦ୍ରୀୟ ବଳ ।କେନ୍ଦ୍ରୀକରଣ ବଢ଼ିଲେ ସମନ୍ୱୟ ନୁହେଁ, ସଂଘର୍ଷ ବଢ଼ିବ : ସାଂସଦ ଶ୍ରୀ ବିଶିଙ୍କ ଚେତାବନୀ ।ସିଏପିଏଫରେ ୯୩ ହଜାର ପଦ
Read More...

୧୧ କୋଟି ଟଙ୍କାର ଗଞ୍ଜେଇ ସହ ୨୪୦ ବୋତଲ କଫ ସିରଫ ଜବତ : ୯ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ପୁଲିସ୍ ପକ୍ଷରୁ ଚାଲିଥିବା "ନିସା ମୁକ୍ତ ଓଡିଶା" ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ପୁଲିସ୍ ବେଆଇନ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛି । ଆଜି ପୁଣି ସୁବର୍ଣ୍ଣପୁର ପୁଲିସକୁ ମିଳିଛି ବଡ଼ ସଫଳତା ।
Read More...

୧୯୯୦ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚ୍‌ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ କଲ୍ୟାଣପୁର +୨ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଦିବଙ୍ଗତ ସାଥି ଓ
Read More...

ବଲାଙ୍ଗିର ସାମ୍ବାଦିକ ପବନ ଅଗ୍ରୱାଲଙ୍କୁ ବଡ଼ ଦାୟିତ୍ୱ : ପୁଣି ହେଲେ ୟୁ.ପି.ଏମ୍.ଏସ୍.ର ପ୍ରାଦେଶିକ ଗଣମାଧ୍ୟମ…

ଭବାନୀପାଟଣା/ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲାଙ୍ଗିରର ସାମ୍ବାଦିକ ପୱନ ଅଗ୍ରୱାଲଙ୍କ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି । ଭବାନୀପାଟଣା ଠାରେ ଆୟୋଜିତ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର
Read More...

ରାଉରକେଲା ବନଖଣ୍ଡ ତରଫରୁ ଆଲୋଚନା ଚକ୍ର ଓ ପଥପ୍ରାନ୍ତ ନୃତ୍ୟ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଙ୍ଗଲର ସୁରକ୍ଷା ଓ ଅଗ୍ନି ନିବାରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ
Read More...

ଜନଗଣନା-୨୦୨୭ ନେଇ ନୂଆଦିଲ୍ଲୀଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ରେଜିଷ୍ଟ୍ରାର ଜେନେରାଲ

ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ୧ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା, ‘ସ୍ୱ-ଗଣନା’ ବିକଳ୍ପ ମଧ୍ୟ ଉପଲବ୍ଧ ନୂଆଦିଲ୍ଲୀ, (ପିଆଇବି) : ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଶ୍ରୀ ମୃତ୍ୟୁଞ୍ଜୟ କୁମାର ନାରାୟଣ ଆଜି
Read More...