Monthly Archives

March 2026

ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

ଦଶ ହଜାର କେ.ଜି ମହୁଲ ପୋଚ ସହ ୧୫୦ ଲିଟର ଦେଶୀ ମଦ ନଷ୍ଟ ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ସୀମାନ୍ତ ଇଲାକା ତୁମୁରିଖୋଲ ଜଙ୍ଗଲ ମଧ୍ୟରୁ ଦୁର୍ବୃତ୍‌ତ୍ତ ମାନେ ଦେଶୀ ମଦ ରନ୍ଧନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିବା ସୂଚନା ମିଳିଛି ।
Read More...

ପବିତ୍ର ଶ୍ରୀରାମ ନବମୀ ଅବସରରେ ଭବ୍ୟ ପଟୁଆର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୂଲ୍ୟରେ ଶୁକ୍ରବାର ଦିନ ଜୟପାଟଣା ସହରରେ ଏକ ବିଶାଳ ପଟୁଆର ସହ ପ୍ରଭୁ ଶ୍ରୀରାମଙ୍କ ରଥାରୂଢ଼ ପ୍ରତିମୂର୍ତ୍ତିକୁ ନେଇ ଏକ ଚିତ୍ତା କର୍ଷକ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି । ଏହି ପାବନ ଅବସରରେ ନିଜକୁ ସାମିଲ
Read More...

ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେଲେ ବିକାଶ ଭୋଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ । ସେମାନେ ହେଲେ କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ ବେହେରା ଓ ବିକାଶ ଭୋଇ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କୃଷ୍ଣଚନ୍ଦ୍ର ସାହୁ
Read More...

ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ନାରରେ ଗୁଞ୍ଜିଲା କେସିଙ୍ଗା ସହର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପବିତ୍ର ରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ସହରରେ ଚାରିଆଡେ ଖାଲି ଗେରୁଆ ରଙ୍ଗର ପତକା ଦେଖିବାକୁ ମିଳିଥିଲା । କେସିଙ୍ଗା ସହର ରାମଙ୍କ ଭକ୍ତିରେ ରାମମୟ ହୋଇଯାଇଥିଲା । କେସିଙ୍ଗା ସହରର ଶ୍ରୀରାମ ଭକ୍ତୋ କି
Read More...

ଆଗଲପୁରରେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ତହସିଲ ସଦର ମହକୁମା ସ୍ଥିତ ଭୁଲିଆ ସମାଜ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଚଉତିରିଶ ଯୋଡି ଯଜମାନଙ୍କ ଆଗ୍ରହ କ୍ରମେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲା ସ୍ଥିତ ହରିପୁର ଗୁରୁକୁଳର
Read More...

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ହରିଶ୍ଚନ୍ଦ୍ର ସଭାପତି, ଅନୀଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ୟକାରୀ କମିଟି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ୭:୩୦ରୁ ଅପରାହ୍ନ ୩ଟା
Read More...

ଘର ଘର ବୁଲି ପ୍ରବେଶ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ତରଫରୁ ସାରା ରାଜ୍ୟରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି । ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଗ୍ରାମର ସମସ୍ତ ଶିଶୁ ଯେଭଳି ବିଦ୍ୟାଳୟରେ ନାମ ଲେଖେଇବେ ସେଥପ୍ରତି ଧ୍ୟାନ
Read More...

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । ଗାଁକୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତାକୁ ନଷ୍ଟ କରୁଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ
Read More...

ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବା ସହିତ କୌଣସି ପଦବୀ ପାଇଁ କେହି ପ୍ରତିଦ୍ୱନ୍ଦି ନ ଥିବାରୁ ସର୍ବସମ୍ମତି କ୍ରମେ ସମସ୍ତ ପଦବୀ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷଣା କରାଯାଇଛି । ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ବେହେରା ସଭାପତି
Read More...

ସ୍କୁଲ ଛାତ୍ରକୁ ଯୁବକ ମାନେ ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡିଓ ଭାଇରାଲ

ଏଥର ଛାଡିଦେଲୁ ବେଟା ନେକ୍ସଟ ଟାଇମ ପୁରା ଉପର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜଣେ ନବମ କ୍ଲାସ୍ ସ୍କୁଲ ଛାତ୍ରକୁ ୫ରୁ ୬ ଜଣ ଯୁବକ ନିର୍ଦ୍ଧୁମ ମାଡ଼ ମାରିଲେ, ଭିଡିଓ କଲେ ଏବଂ ପୁଣି ଇଷ୍ଟାଗ୍ରାମରେ ପୋଷ୍ଟ କରି "ଏଥର ଛାଡିଦେଲୁ ବେଟା ନେକ୍ସଟ୍ ଥର ପୁରା ଉପର" ବୋଲି ଲେଖି
Read More...