Yearly Archives

2025

ନୂଆପଡା ଜିଲ୍ଲାରେ ଗ୍ରୀଷ୍ମକାଳୀନ ଛୁଟିରେ ଶ୍ରମଜୀବୀ ବିକାଶ ମଞ୍ଚର ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା…

ନୂଆପଡା, (କେପିଏନ୍‌ଏସ୍‌) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଛାତ୍ରଛାତ୍ରୀମାନେ ପାଠପଢା ଓ ପାଠ୍ୟପୁସ୍ତକ ଠାରୁ ଦୂରରେ ରହିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ସହିତ ସଂପୃକ୍ତ ରଖି ପାଠ ପଢ଼ାଇବା ପାଇଁ ଓଡ଼ିଶା ଶ୍ରମଜୀବୀ
Read More...

ମାଫିଆଙ୍କ ହାତରେ ପଥର ଖଣି : ବେଧଡ଼କ ଭାବେ ଚାଲିଛି ଲୁଟ୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଚାଲିଛି ପଥର ମାଫିଆଙ୍କ ରାଜ । ବେନିୟମ ଭାବେ ପଥର ଲୁଟୁଛନ୍ତି ପଥର ମାଫିଆ । ରାତାରାତି ଟ୍ରକରେ ପଥର ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ଖଣି ଖାଦାନ ଭରା ରାୟଗଡା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂଇଁ । ନିଲାମ ଅବଧି
Read More...

ତୁରନ୍ତ ଶିକ୍ଷକ ପଦୋନ୍ନତି ପାଇଁ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ କରୁଛି ପୁଲିସ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବଗଲାବନ୍ଦ ଗାଁର ଖଇରପାଲି ପଡା ପଛପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ଖଇରପାଲି ପଡାର ପର୍ଶୁରାମ ଧରୁଆଙ୍କ ପୁଅ ଲୋଚନ ଓରଫ୍ ପିଣ୍ଟୁ (୩୫ ବର୍ଷ) । ବାପାଙ୍କ ଲିଖିତ ଅଭିଯୋଗ
Read More...

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

ବରଗଡ଼ : ହୃଦ୍‌ଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବରଗଡ଼ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ଖବର ଜାଣିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ
Read More...

ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହୁମା ୧୬ ନମ୍ବର ଜାତୀୟ ରାଜପଥ ହମ୍ପ୍‌ସ ନିକଟରେ ଅଜଣା ଗାଡି ଧକ୍କାରେ ଯୁବ ଆଇନଜୀବୀ ସୁକାନ୍ତ ବିଶ୍ୱାଳ(୪୮ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ପୂର୍ବତନ ହୁମା ସରପଞ୍ଚ ତଥା ସୁକାନ୍ତଙ୍କ ବାପା ଉଦୟ ବିଶ୍ୱାଳ ଏନେଇ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ ଗୁରୁବାର
Read More...

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ : ଜଣେ ମୃତ, ୫ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ବସ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି
Read More...

ପିଇବା ପାଣି ପାଇଁ ରାସ୍ତାରୋକ ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା

ନରସିଂହପୁର : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ଜୟପୁର-ନରସିଂହପୁର ମୁଖ୍ୟ ରାସ୍ତାରେ ଗରା ବାଲଟି ଧରି ବସିଲେ ମାଳିସାହି ଗାଁର ମହିଳା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବଡ଼ଭୂଇଁ ପଞ୍ଚାୟତ ମାଳିସାହି ଗାଁ ଲୋକେ ପିଇବା ପାଣି ପାଇଁ
Read More...

କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ସାରା ବିଶ୍ୱରେ ଗୋଟିଏ ହିଁ ଚର୍ଚ୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ
Read More...

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟି ଚୟନ ଅନୁଷ୍ଠିତ

ପ୍ରଦୀପ କୁମାର ପୁଟେଲ ସଭାପତି ଓ ଶଙ୍କର ପ୍ରସାଦ ମିଶ୍ର ସମ୍ପାଦକ ନିର୍ବାଚିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟିର ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମାଠାରୁ
Read More...