Yearly Archives

2025

ଗଞ୍ଜାମ ଜିଲ୍ଲାର ଶିଳ୍ପର ବିକାଶ ଓ ଅଭିବୃଦ୍ଧି କରାଯିବ ଖୁବଶୀଘ୍ର ୪୦ ହଜାର ଖାଲିଥିବା ସରକାରୀ ପଦବୀ ପୂରଣ କରାଯିବ :…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ରମ୍ଭାସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗଦାନ କରି ୪୧ ଜଣ ସଂଗ୍ରାମୀ ଓଡିଆ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି
Read More...

ସାଥୀ ଓ ଇସ୍‌କଫ୍‌ ମିଳିତ ଅନୂକୁଲ୍ୟାରେ ବିଶ୍ୱ ପରିବେଶ ଦିବସ ପାଳିତ

ରାଉକେଲା, (ସସ୍ମିତା ପ୍ରଧାନ) : ରାଉକେଲାର ଅଗ୍ରଣୀ ସାମଜିତ ଓ ସାସ୍କୃତିକ ଅନୁଷ୍ଠାନ ସାଥୀ ଓ ଇସ୍‌କଫ୍‌ ମିଳିତ ଅନୁକୁଲ୍ୟରେ ଆଜି ବିଶ୍ୱପରବେଶ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ସାଥୀର ସଭାପତି ସଦାନନ୍ଦ ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏହି
Read More...

ଘୁଷୁରାମୁଣ୍ଡାରେ ୧୩ତମ ତୃତୀୟ ଦିବସୀୟ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଖେଳ ପଡ଼ିଆଠାରେ ନେହେରୁ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ତୃତୀୟ ଦିବସୀୟ ମାଁ ବାରଖୁଲେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁଖ୍ୟ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ପରିବେଷ ଦିବସ ପାଳନ ଅବସରରେ ବରଗଡ ଜିଲ୍ଲା ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ପ୍ରକୃତି
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ପରିବେଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ବିଚାରପତି ପଦ୍ମପୁର ସୂର୍ଯ୍ୟ ନାରାୟଣ ଦ୍ଵିବେଦୀ, ସିଭିଲ୍‌ ଜର୍ଜ ଜୁନିୟର ଡିଭିଜନ ଧ୍ରୁବି ସୋଲାଙ୍କୀ, ସଭାପତି ପୃଥ୍ୱୀରାଜ
Read More...

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ପ୍ରକୃତିମିତ୍ର ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୫ ରେ ପୁରସ୍କୃତ ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ତରଫରୁ ଜୁନ ମାସ ୫ ତାରିଖ
Read More...

ଭାରତର ମଧ୍ୟବିତ୍ତଙ୍କ କାହାଣୀ : ଆଶା, ଆବଶ୍ୟକତା ଏବଂ ଆକାଂକ୍ଷାଠୁ ଅଧିକ ହୋଇଛି ପ୍ରଗତି

ନୂଆଦିଲ୍ଲୀ, (ପିଆଇବି) : ଏକ ଦଶନ୍ଧିରୁ ଅଧିକ ସମୟ ଧରି, ଭାରତର ମଧ୍ୟବିତ୍ତ ବର୍ଗ ଦେଶ ପ୍ରଗତିର କେନ୍ଦ୍ରବିନ୍ଦୁରେ ରହିଛନ୍ତି । ସେମାନଙ୍କର ଆଶା, ଆବଶ୍ୟକତା ଏବଂ ଆକାଂକ୍ଷାଠୁ ଅଧିକ ବିକାଶ ସାଧିତ ହୋଇଛି । ଟିକସ ରିହାତିଠାରୁ ଆରମ୍ଭ କରି ହାତରେ ଅଧିକ ଟଙ୍କା, ପେନସନ ଯୋଜନାଠାରୁ
Read More...

ଶିଶୁସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପରିବେଶ ଦିବସରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ପାଇଁ ଶିଶୁସାହିତ୍ୟିକା ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି । ପୁରୀର ନେଚର ପାର୍କରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସରେ ପୁରୀ ବନ ପ୍ରାଣୀ ବନଖଣ୍ଡ
Read More...

ଏସପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସିଭିକ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ.ଅନୁପ କୁମାର ମଲ୍ଲିକ
Read More...

କାର୍‌ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କାର୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ । ବଲାଙ୍ଗୀର-ଭବାନୀପାଟଣା ଜାତୀୟ ରାଜପଥ ୨୬ ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଡାକବଙ୍ଗଳାରେ ଚାରି ଚକିଆ ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
Read More...