Monthly Archives

August 2025

ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କଲେ ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ)

ସିଇଏ ମାର୍ଚ୍ଚ ୨୦୨୪ ଠାରୁ ଏପର୍ଯ୍ୟନ୍ତ ୧୫୯ଟି ନିର୍ବାଚନ ପରିଚାଳନା କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ) ଆଜି ନୂଆଦିଲ୍ଲୀରେ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କରିଛନ୍ତି । ଏହି ବୈଠକର ଉଦ୍ଦେଶ୍ୟ ଥିଲା
Read More...

କୃଷକମାନଙ୍କ ପାଇଁ ବଡ ଉପହାର- ସିଧା ସଳଖ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି

ରାଜସ୍ଥାନର ଝୁନଝୁନୁରୁ କୃଷକମାନଙ୍କ ଆକାଉଣ୍ଟକୁ ଡିଜିଟାଲ୍ ଭାବେ ବୀମା ରାଶି ହସ୍ତାନ୍ତର କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ୩୫ ଲକ୍ଷ କୃଷକଙ୍କୁ ମୋଟ ୩୯୦୦ କୋଟି ଟଙ୍କାର ବୀମା ଦାବି ପ୍ରଦାନ କରାଯାଇଛିରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ କାର୍ଯ୍ୟକ୍ରମରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗ।ଧର ମେହେର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ଓ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟଳୟଠାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର
Read More...

ପ୍ରଗତି ଉତ୍କଳ ସଂଘରେ କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ ପାଳିତ

କାହ୍ନୁଚରଣ ଥିଲେ କାଳଜୟୀ କଥାକାରଆଧୁନିକ ଓଡ଼ିଆ ସାହିତ୍ୟର ଲବ୍ଧ ପ୍ରତିଷ୍ଠ କଥାକାର କାହ୍ନୁ ଚରଣ ରାଉରକେଲା, (ସସ୍ମିତା ପ୍ରଧାନ) : ଫକୀର ମୋହନ ସେନାପତିଙ୍କ ପରେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର କର୍ଣ୍ଣଧାର ଥିଲେ କାହ୍ନୁଚରଣ ମହାନ୍ତି । ତାଙ୍କର ପ୍ରାୟ ରଚନାରେ ମଣିଷ ପଣିଆ ଓ ସମାଜର
Read More...

ତିରଙ୍ଗା ଅଭିଯାନ ପାଇଁ ୫ ଲକ୍ଷରୁ ଅଧିକ ଯୁବକ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କରାଇଛନ୍ତି : ଗଜେନ୍ଦ୍ର ସିଂହ ଶେଖାୱତ

'ହର ଘର ତିରଙ୍ଗା' ଅଭିଯାନର ଚତୁର୍ଥ ସଂସ୍କରଣ ଘୋଷଣା କରିଛି ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସାରା ଦେଶର ନାଗରିକମାନଙ୍କୁ ଭାରତୀୟ ଜାତୀୟ ପତାକା - ତିରଙ୍ଗା - ସେମାନଙ୍କ ଘର ଏବଂ ହୃଦୟରେ ଅବସ୍ଥାପିତ କରିବା ପାଇଁ ପ୍ରେରଣା
Read More...

ଅଟକି ଯିବକି ବୁଟୁ ଯାନିର ଶୁଦ୍ଧି କ୍ରିୟା : ପହଞ୍ଚି ପାରିଲା ନାହିଁ ହରିଶ୍ଚନ୍ଦ୍ର ଯୋଜନା

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ମଧ୍ୟରେ ଗତ ଚାରି ତାରିଖ ଦିନ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ତୋଟା ପଡ଼ା ଗ୍ରାମର ବୁଟୁ ଜାନି ଭାସି ଯାଇ ମୃତ୍ୟୁ ବରଣ କରିଥିବା ଖବର ପ୍ରକାଶିତ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଗାଁ ଲୋକଙ୍କ ସହାୟତାରେ ଶବ ସଂସ୍କାର ହୋଇଗଲା
Read More...

ସାପଲହର ସେବାଶ୍ରମ ତାଲାବନ୍ଦରୁ ଓହରିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବାଦିକଟା ପଞ୍ଚାୟତ ସାପଲହର ସେବାଶ୍ରମରେ ଗତ ଚାରିଦିନ ହେଲା ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତଥା ଅଭିଭାବକ ଅଭିଭାବିକା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ୱେ ଅଣଦେଖା କରିବାରୁ ବାଧ୍ୟ ହୋଇ
Read More...

ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା

ବରଗଡ଼, (ମୁନ୍ନା ସାହୁ) : ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା । ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍‌ପି ।
Read More...

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିଲା ପୋଲିସ : ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓଙ୍କ ସୂଚନା

ସଇଁତଲା, (ଖୁସିରାନୀ ସାହୁ) : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହେଲା ସଇଁତଲା ପୋଲିସ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ
Read More...

ଗାଇସିଲେଟ ଅଞ୍ଚଳରେ ବେଧଡକ ନିଶା କାରବାର : ପୁଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଥିବା ବେଆଇନ ନିଶା କାରବାର, ଦୋକାନ, ଘର, ଚାଷୀଙ୍କ ପାଣି ମୋଟର ଚୋରି, ରାସ୍ତାରେ ଲୁଟପାଟ ବଢିବାରେ ଲାଗିଛି । ଆଜି ଗାଇସିଲେଟର ସର୍ବପୁରାତନ ସାମାଜିକ ଅନୁଷ୍ଠାନ ୟୁଥ କ୍ଲବର ନେତୃତ୍ୱରେ
Read More...