Monthly Archives

August 2025

ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ଜିଲ୍ଲାପାଳ ହେମକାନ୍ତ ସୟ ଫାଇଲେରିଆ ଔଷଧ ସେବନ କରି ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଏହି ଔଷଧ ସେବନ କରିବା ପାଇଁ ନିବେଦନ କରିଥିଲେ ଏବଂ ସମସ୍ତଙ୍କୁ ଖାଦ୍ୟ ଖାଇସାରିବା ପରେ
Read More...

ଦହିତା ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ

ପରିସ୍ଥିତି ମୁକାବିଲା ଓ ସହନଶୀଳତା ପାଇଁ ମନ୍ତ୍ର ଦିଏ ଗଙ୍ଗାଧର ସାହିତ୍ୟ : ସମ ସ୍ଵରରେ ଛାତ୍ରଛାତ୍ରୀ ଗାଇଲେ ବିଶ୍ୱ ଦେଖ ମଧୁ ମୟରେ ଜୀବନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱଭାବ କବି ଗଙ୍ଗାଧର
Read More...

ନୂଆଁଖାଇକୁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲାଞ୍ଚଳର ଦୁଇ କୋଟି ଜନସାଧାରଣଙ୍କ ପର୍ବ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ, ଭାଇଚାରାର ପର୍ବ, କୃଷିଭିତ୍ତିକ ପର୍ବ ନୁଆଁଖାଇ । ଏହି ପର୍ବ ଏଭଳି ଏକ ପର୍ବ ପରିବାର ଲୋକ, ଗାଁର ଲୋକ ଯେ କୌଣସି ସ୍ଥାନରେ -ରାଜ୍ୟ ବାହାରେ, ଦେଶ ବାହାରେ ଥିଲେ ମଧ୍ୟ ନିଜ ନିଜ
Read More...

‘ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା’ ଅଭିଯାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ 'ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା' ଅଭିଯାନରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଆମ୍ବେଦକର ଛକରୁ ବାହାରିଥିବା ଏହି ତ୍ରିରଙ୍ଗା ଶୋଭାଯାତ୍ରା
Read More...

ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡର ଅଧିଷ୍ଠାନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ରିଭରସାଇଡର ଦ୍ୱାଦଶ ଅଧିଷ୍ଠାନ ଉତ୍ସବ ରାଉରକେଲା କ୍ଲବ ପ୍ରେକ୍ଷାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ରୋଟାରିଆନ୍ ଆଲମ୍ ସିଂ ରୁପ୍ରା ଯୋଗ ଦେଇ କ୍ଲବ ବିଗତ ବର୍ଷମାନଙ୍କରେ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଂସ୍କୃତ ବିଭାଗରେ ସଂସ୍କୃତ ସପ୍ତାହ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରୟାସରେ ୦୬ ତାରିଖରୁ ଆଜି ପର୍ଯ୍ୟନ୍ତ ସପ୍ତାହଭରି “ସଂସ୍କୃତ ସପ୍ତାହ ସମାରୋହ” ଉତ୍ସାହୋଦ୍ଦାପକ ପରିବେଶରେ ପାଳିତ ହେଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରୋ. ଉମାବଲ୍ଲଭ
Read More...

ବଲାଙ୍ଗିରରେ ବିଜେପି ତରଫରୁ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ଲୋକ ସଭା ସାଂସଦ ସଂଗୀତା ସିଂଦେଓ ମଞ୍ଚରେ ଉପସ୍ଥିତ
Read More...

ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା

ପାଇକମାଲ, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ମାର୍ଗଦର୍ଶନରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବାରିକ ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସଂପର୍କରେ
Read More...

ସଂସ୍କୃତ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତ ପରିଷଦ ଆନୁକୁଲ୍ୟରେ ସଂସ୍କୃତ ଦିବସ ପାଳିତ ହୋଇଥିଲା । ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଦନ ମୋହନ ରଥ ମୁଖ୍ୟ ଅତିଥି ତଥା ଉପଦେଷ୍ଟା ନିଳମଣି ମିଶ୍ର ସମ୍ମାନନୀୟ ଅତିଥି
Read More...

ମାୟାବର୍ହା ଗ୍ରାମରେ ଜାତୀୟ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାର୍ହାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ତଥା ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟିର ସଦଶ୍ୟବୃନ୍ଦ, ସ୍ଵଂୟ
Read More...