Monthly Archives

August 2025

୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ମୋର…

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ପ୍ରତ୍ୟେକ ଭାରତୀୟ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ
Read More...

ରାଜ୍ୟ କୃଷି ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ…

ରବି ଫସଲ ପାଇଁ 'ବିକଶିତ କୃଷି ସଂକଳ୍ପ ଅଭିଯାନ' ଅକ୍ଟୋବର ୩ ରେ ବିଜୟ ପର୍ବ ସହିତ ଆରମ୍ଭ ହେବଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ପୂର୍ବରୁ ସେପ୍ଟେମ୍ବର ୧୫-୧୬ ରେ ନୂଆଦିଲ୍ଲୀରେ ଏକ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ"ଯଦି ଚାଷ ପାଇଁ ଅତିରିକ୍ତ ୟୁରିଆର ଚାହିଦା ଥାଏ, ତେବେ ଆମେ ଏହାର
Read More...

ଭୋଟ ଚୋର”ପ୍ରସଙ୍ଗକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସଭାପତି ମାଲିକାର୍ଜୁନ ଖଡ଼ଗେ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ, ଆଜି ମୟୁରଭଞ୍ଜ ଜିଲ୍ଲା ସଂଯୋଜକ(ପୂର୍ବ)ଅରବିନ୍ଦ ଦାସଙ୍କ ନେତୃତ୍ୱରେ, ଏକ ବିଶାଳ ମଶାଲ ଶୋଭାଯାତ୍ରା
Read More...

ଲୋୟର ସୁକତେଲ ଡେମ ତଲେ ମନ୍ଦିର ପାଇଁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରାବଣମାସ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀରେ ବନଦୁର୍ଗା ମହୋତ୍ସବ କମିଟି ତରଫରୁ ଲୋୟର ସୁକତେଲ ଡେମ୍‌ ତଳେ ବାବା ବର୍ଫାନୀଙ୍କ ନାମରେ ମହାଦେବ ମନ୍ଦିର ନିର୍ମାଣ ନିମନ୍ତେ ୧୦୮ ପୃଷ୍ଠା ବିଶିଷ୍ଟ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଏହି ପ୍ରକଳ୍ପ
Read More...

ଗୋପେଶ୍ୱରୀ ଷଡଙ୍ଗୀଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ମାଣ୍ଡିଆପଦର ଗ୍ରାମରେ ସମାଜସେବୀ ତଥା ଧର୍ମପରାୟଣା ମହିଳା ଗୋପେଶ୍ୱରୀ ଷଡଙ୍ଗୀଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ହୋଇଯାଇଛି । ବହୁ ମାନ୍ୟଗଣ୍ୟ ବନ୍ଧୁ ସ୍ୱଜନ ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରି
Read More...

ଭୋଟ ଚୋର ଗାଦି ଛୋଡ ଜିଲ୍ଲା କଂଗ୍ରେସର ମଶାଳ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପି ଚାଲୁଥିବା ମଶାଲ ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାରେ ଆଜି ବଲାଙ୍ଗିର କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ବାହାରି ନଗର
Read More...

ସାର ଅଭାବରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

ସାର କଳାବଜାରୀ ରୋକିବାରେ କୃଷିବିଭାଗ ବିଫଳ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ସାର କଳା ବଜାରୀ ରୋକିବା ଦିଗରେ ସଚେତନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହୁଛନ୍ତି । ସାର କଳାବଜାରୀ
Read More...

ଜିଲ୍ଲା ଦିଶା କମିଟି ବୈଠକ ଅନୁଷ୍ଠିତ

ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଗୁରୁବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଲୋକସଭା
Read More...

ରକ୍ତ ଦାନ କରି ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ମାନବିକତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଜିଲ୍ଲା ଯୁବ ରେଡ୍ କ୍ରସର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରୁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଂଯୋଜକ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ
Read More...

ବାରିପଦା ଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ତ୍ରିରଙ୍ଗା ବାଇକ୍ ରାଲି ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଇକ ରାଲି ସହିତ ତ୍ରିରଙ୍ଗା ୱାକାଥନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...