Monthly Archives

August 2025

ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ : ବଲାଙ୍ଗିରର ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼, ଆଦର୍ଶ ପଡା, ବଲାଙ୍ଗିରର ଚତୁର୍ଥ ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ
Read More...

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ପ୍ରାଥମିକ ଶିକ୍ଷକ ସଙ୍ଘ ଏକ୍ସ କେଡର ବ୍ଲକ ଜୟପାଟଣା ତରଫରୁ, ଚଞ୍ଚରା ପଡାଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ଏକ୍ସ କେଡର ଶିକ୍ଷକ ରାହାସ ବିହାରୀ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇ
Read More...

ଦବଦବା ଦେଖାଇଲେ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ବୋଲି ବିଜେଡ଼ିର ଅଭିଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଉ ଦବଦବା ଦେଖାଇଲେ ବିରୋଧୀ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ । ପ୍ରଥମେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ
Read More...

ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପାରମ୍ପରୀକ ରୀତିନୀତି ଅନୁଯାୟୀ ପ୍ରଥମେ ଗୌଡ଼ ଲୋକ ମାଧ୍ୟମରେ ଦଧି ହାଣ୍ଡି ଧରିବା ପାଇଁ ଏବଂ ଦଧି ହାଣ୍ଡି
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ୭୯ତମ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ଭାର ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପରିସରରେ ୭୯ ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର
Read More...

ପାରଳାଖେମୁଣ୍ଡିରୁ ଅପହୃତ ଗ୍ରାନାଇଟ ମ୍ୟାନେଜର ଆନ୍ଧ୍ରରୁ ଉଦ୍ଧାର : ସମ୍ପୃକ୍ତ ୭ ଜଣ ଅପହରଣକାରୀଙ୍କୁ ଗିରଫ କରିଛି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗ୍ରାନାଇଟ ମ୍ୟାନେଜରଙ୍କୁ ଅପହରଣ କରି ନେବା ସହ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପୋଲିସ ୭ ଜଣ ଦଲାଲଙ୍କୁ ଆନ୍ଧ୍ରରୁ ଗିରଫ କରି ଗ୍ରାନାଇଟ ମ୍ୟାନେଜରକୁ ମଧ୍ୟ ପୋଲିସ ଉଦ୍ଧାର
Read More...

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାସ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଗ୍ରହୀ
Read More...

ବିଷ ପିଇ ଆତ୍ମହତ୍ୟା କଲେ ମହିଳା : ହତ୍ୟା ନାଁ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ମହିଳା ଜଣକ ସୁରେଖା ଭୋଇ (୪୫) ବୋଲି ଜଣାପଡିଛି । ବେଲପଡା ଥାନା ଅନ୍ତର୍ଗତ
Read More...

ଭାରତ ପାଳିଲା ହର ଘର ତ୍ରିରଙ୍ଗା, ୭.୫୦ କୋଟି ସେଲଫି ଅପଲୋଡ ହେଲା ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କଲେ…

ହର ଘର ତ୍ରିରଙ୍ଗା ଅଭିଯାନରେ ୧.୮ କୋଟିରୁ ଅଧିକ ସ୍ୱଚ୍ଛ ସୁଜଳ ଗାଁ ସାମିଲପରିମଳ ଓ ପାନୀୟ ଜଳ ବିଭାଗ ଏବଂ ଜଳଶକ୍ତି ଓ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ହର ଘର ସ୍ୱଚ୍ଛତା ଅଭିଯାନ ନାଗରିକ ଦାୟିତ୍ୱବୋଧତା, ପରିବେଶ ନେତୃତ୍ୱ ଓ ଜାତୀୟତା ମୂଲ୍ୟବୋଧର ପ୍ରତିଷ୍ଠାସ୍ୱେଚ୍ଛାକୃତ କର୍ଯ୍ୟକଳାପ
Read More...

ନାୟିକା, ରାଉରକେଲାର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ
Read More...