Monthly Archives

August 2025

ରୋତ କଲେଜରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ୪୩ ତମ ପ୍ରତିଷ୍ଠା ଦିବସ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଉପଖଣ୍ଡର ଉପଜିଲ୍ଲାପାଳ ତଥା
Read More...

ରୋଟାରୀ କ୍ଲବ ଜିଲ୍ଲା ୩୨୬୧ର ଟିମ୍ ଓଜସ୍ୱୀ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଜିଲ୍ଲା ୩୨୬୧କୁ ଅଧିକ ନମନୀୟ, ଅଧିକ ବିବିଧ, ଅଧିକ ଟେକ୍ନୋଲୋଜି-ସକ୍ଷମ ଏବଂ ଅଧିକ ସ୍ପନ୍ଦନଶୀଳ କରିବା ପାଇଁ ଜିଲ୍ଲା ଗଭର୍ଣ୍ଣର ୨୦୨୬-୨୭ ଙ୍କ କାର୍ଯ୍ୟାଳୟରେ ଟିମ ଓଜସ୍ୱୀ କୁ ରାଉରକେଲାର ସିଭିଲ ଟାଉନସିପ ସ୍ଥିତ ଜେଜେ/୯ ଠାରେ ଉନ୍ମୋଚିତ
Read More...

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝୀଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ଧାମରା ସଂଘରେ ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଧାମରା ସଂଘ ଦ୍ୱାରା ଆୟୋଜିତ ବର୍ଷା କବିତା ଆସରରେ, ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବିଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା
Read More...

ବହ୍ନି କନ୍ୟା ପାର୍ବତୀ ଗିରି ଶ୍ରାଦ୍ଧ ସମାରୋହ ଓ ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମାଆ ପାର୍ବତୀ ଗିରିଙ୍କ ଏକତିରିଶ ତମ ଶ୍ରାଦ୍ଧ ସମାରୋହ ଓ ପୂଜ୍ୟପୂଜା ସଂଗଠନର କୋଡିଏ ତମ ପ୍ରତିଷ୍ଠା ଦିବସ ପତିତପାବନ ଏକାଡେମୀ ସଭା କକ୍ଷରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ
Read More...

ଲାଲକିଲ୍ଲାରେ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଲେ ପଞ୍ଚାୟତ ପ୍ରତିନିଧି ; ଗ୍ରାମୀଣ ଭାରତର ଉତ୍ସାହ ପ୍ରଦର୍ଶିତ

ପଞ୍ଚାୟତ ପ୍ରତିନିଧିମାନଙ୍କ ସମ୍ମାନସମାରୋହରେ ‘‘ସଭାସାର"ର ଶୁଭାରମ୍ଭ ସହିତ ପଞ୍ଚାୟତ ଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ପ୍ରବେଶ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ "ନୂଆଭାରତ" ସହିତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବରେ
Read More...

ସଇଁତଲାକୁ ଏନ୍‌ଏସି ମାନ୍ୟତା ଦାବୀରେ ସାମ୍ୱାଦିକ ସମ୍ମିଳନୀ

ସଇଁତଲା, (ଖୁସିରାନୀ ସାହୁ) : ରାଜ୍ୟ ସରକାର ରାଜ୍ୟର ୧୨ଟି ସ୍ଥାନକୁ ଏନ୍‌ଏସି କରିବା ପାଇଁ ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲାକୁ ଦୀର୍ଘଦିନରୁ ଏନ୍‌ଏସି ମାନ୍ୟତା ଦାବି ହେଉଥିବା ବେଳେ ସଇଁତଲା ଏନ୍‌ଏସିରୁ ବାଦ ପଡ଼ିଛି । ତେବେ ଏନେଇ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି

• ଆମେ ଦିଲ୍ଲୀକୁ ବିକାଶର ଏମିତି ଏକ ମଡେଲ କରୁଛୁ, ଯାହା ବିକାଶଶୀଳ ଭାରତର ଭାବନାକୁ ପ୍ରଦର୍ଶିତକରିଥାଏ : ପ୍ରଧାନମନ୍ତ୍ରୀ• ଲୋକମାନଙ୍କର ଜୀବନକୁ ସହଜ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି, ଏହା ଏମିତି ଏକ ଲକ୍ଷ୍ୟ, ଯାହା ପ୍ରତ୍ୟେକ ନୀତି ଏବଂ ନିଷ୍ପତ୍ତିକୁ ମାର୍ଗଦର୍ଶନ କରେ :
Read More...

ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟମୟ ମୃତ୍ୟୁର ସ୍ମୃତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଇତିହାସର ଏହି ଦିନରେ, ତାଇୱାନର ତାଇହୋକୁରେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ଆମ ଦେଶର ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବୀରତ୍ୱର ଯାତ୍ରା ଏକ ଦୁଃଖଦ ମୋଡ଼ ନେଇଥିଲା । ୧୮ ଅଗଷ୍ଟ ୧୯୪୫ରେ,
Read More...

ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ବ୍ରହ୍ମାକୁମାରୀଜ ଯୋଗ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣା ସେବାକେନ୍ଦ୍ରଠାରେ ଏକ ଜିଲ୍ଲା ସ୍ତରୀୟ ଯୋଗ ଶିବିର ପାଳିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ସମସ୍ତ ବ୍ଲକ ସ୍ତରର ବି.କେ ଭାଇ ଭଉଣୀମାନଙ୍କୁ ନେଇ କେନ୍ଦ୍ର ସଂଚାଳିକା ବି.କେ
Read More...