Monthly Archives

August 2025

ସର୍ବଭାରତୀୟ ସ୍ତରରେ ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

• ଡିଜିଟାଲ ଇଣ୍ଡିଆ ଦିଗରେ ଆଉ ଏକ ମାଇଲଖୁଣ୍ଟ : ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଦ୍ୱାରା ଏସବୁ ସେବା ସାମିଲ• ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣ ଯୋଜନା, ଉପଯୋଗୀତା ଦେୟ ଏବଂ ଅଧିକ…
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାହିନୀ…
Read More...

ବାରିପଦା ପୌରପାଳିକା ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିକଶିତ ଭାରତ ପାଇଁ ସହରାଞ୍ଚଳର ବିକାଶ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହେଉଛି କ୍ଷମତା ବିକେନ୍ଦ୍ରୀକରଣର ଏକ ଅଭିନ୍ନ ସୋପାନ ଏହି ଐତିହାସିକ ବ୍ୟବସ୍ଥାକୁ ସ୍ମରଣୀୟ ଓ ଲୋକାଭିମୁଖୀ କରିବା ତଥା…
Read More...

କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟଘାଟ-ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ନରେଶ…
Read More...

ନିର୍ଝରିଣୀ ଅନୁଷ୍ଠାନକୁ ମିଳିଲା ଡୁଡନୁ ପ୍ରେରଣା ସମ୍ମାନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀକୁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟର ଷଷ୍ଠ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା…
Read More...

ବିପିୟୁଟିରେ ଆଧୁନିକ ନିର୍ମାଣ ସାମଗ୍ରୀ ଉପରେ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ଅଧ୍ୟୟନ କେନ୍ଦ୍ରରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଅଗଷ୍ଟ ୩୦, ୨୦୨୫ ରେ "ନୂତନ ଯୁଗର ନିର୍ମାଣ ସାମଗ୍ରୀ" ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।…
Read More...

ସରଗଡାରେ “ସୀତାଚୋରି” ରାମଲୀଳା : ଭକ୍ତମାନଙ୍କ ଭିଡ ଅଭିନୟରେ ସବୁଙ୍କର ମନୋହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରଗଡା ଗଣେଶ ପୂଜା କମିଟି ପକ୍ଷରୁ ଗତରାତି ତଥା ତା. ୩୦ ଅଗଷ୍ଟ ୨୦୨୫ ରିଖ ଦିନ ଆୟୋଜିତ ପାରମ୍ପରିକ ରାମଲୀଳା ନାଟରେ “ସୀତାଚୋରି” ପର୍ବ ମଞ୍ଚସ୍ଥ ହୋଇଥିଲା । ସୀତାଙ୍କୁ ରାବଣଙ୍କ ହରଣ ଘଟଣାକୁ ଆଧାର କରିଥିବା ଏହି ପର୍ବକୁ ଦେଖିବା ପାଇଁ ସରଗଡା ସହିତ…
Read More...

ବୁଡିଗଲେ ଆଉ ଜଣେ ପର୍ଯ୍ୟଟକ : ଚାଲିଗଲା ସୌମ୍ୟରଞ୍ଜନଙ୍କ ଜୀବନ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଦିଅଁଝର ଝରଣାରେ ଅଘଟଣ । ଜଳପ୍ରପାତରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ପର୍ଯ୍ୟଟକ ଜଣକ ହେଲେ କଟକ ନୂଆବଜାର କଲ୍ୟାଣୀନଗରର ସୌମ୍ୟରଞ୍ଜନ ପରିଜା ବୋଲି ଜଣାପଡିଛି । ଖବର ଅନୁଯାୟୀ, କଟକର ୬ ଜଣ ପର୍ଯ୍ୟଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ଦିଅଁଝର…
Read More...

ବର୍ଦ୍ଧିତ ଭତ୍ତା ପାଇବା ପାଇଁ ସଂଘର୍ଷ କରୁଛନ୍ତି ବଡ଼ବାଙ୍କି ଗାଁର ବରିଷ୍ଠ ନାଗରିକ

ତୁରେକେଲା, (ପିତାମ୍ବର ଦୀପ) : ଏକ ଦୁଃଖଦ ପରିସ୍ଥିତିରେ ତୁରେକେଲା ବ୍ଲକର ବଡ଼ବାଙ୍କି ଗାଁର ଦୁଇ ବରିଷ୍ଠ ନାଗରିକ ଦାସରଥୀ ପୁଟେଲ (୮୭) ଏବଂ ମନ୍ଦାର ପୁଟେଲ (୮୪) । ଉଭୟେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଏପର୍ଯ୍ୟନ୍ତ ୧୦୦୦ /୧୨୦୦ ଟଙ୍କା ଭତ୍ତା ମିଳୁଛି କିନ୍ତୁ ବର୍ଦ୍ଧିତ ଭତ୍ତା…
Read More...

ଦେଶର ବିକାଶ ଗାଥାକୁ ବ୍ୟାଖ୍ୟା କରୁଛି ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତର ଜିଡିପିହାରଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରି ୭.୮ ପ୍ରତିଶତରେ ପହଞ୍ଚିଛି । ସେବା କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ କାରଣରୁ କ୍ରମାଗତ ଦୁଇଟି ତ୍ରୈମାସରେ ଭାରତୀୟ ଜିଡିପି ଆଶାଠାରୁ ଅଧିକ ଭଲ ଅଭିବୃଦ୍ଧି ହାସଲ କରିଛି । ଏଥି…
Read More...