Daily Archives

ବାରିପଦାରେ ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବୁଢ଼ୀଖମାରୀ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ଓ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୧୩ ଟି କ୍ଲଷ୍ଟର…
Read More...

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାନ୍ଦୋପଲା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ସମ୍ମିଳନୀ କକ୍ଷରେ ଶନିବାର ୧୧ତମ ଆନ୍ତର୍ଜାତୀୟ ଶିଶୁ / ଯୁବ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଛେଣ୍ଡର ବାର୍ଷିକ ସାଧାରଣ ସଭା ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ସଂଘର ବିଦାୟୀ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଶ୍ରୀ ସାହୁ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ସଂଘ…
Read More...

“ଆମେ ଓଡିଆ” ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଆମେ ଓଡିଆ ଅନୁଷ୍ଠାନ ତରଫରୁ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ "ଆମ ସଂସ୍କୃତି ଓ ଆମ ପରମ୍ପରା" ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଏହି ବିଷୟ…
Read More...

ଘୁଷୁରାମୁଣ୍ଡା ଅଲେଖ ମହିମା ମଠରେ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତର ଘୁସୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠରେ ଗତ ଚୈତ୍ର ଶୁକ୍ଳପକ୍ଷ ନବମୀ ଠାରୁ ଆରମ୍ଭ ହୋଇଥିବା ଅଲେଖ ମହାପ୍ରଭୁଙ୍କ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ଵଶାନ୍ତି ଓ…
Read More...

ଆୟୁଷ୍ମାନ ଭାରତ ପ୍ରାଧନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

କୋରାପୁଟ, (ସୁନାମ ହନ୍ତାଳ) : ସେମିଲିଗୁଡା ବ୍ଲକର ୧୭ଟି ଗ୍ରାମ ପଂଚାୟତର ଦୁଧାରି ଓ କୁନ୍ଦୁଲି ଗାଁରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ ହୋଇଯାଇଛି । ଏନେଇ ଦୁଧାରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପଡିଆ ଏବଂ କୁନ୍ଦୁଲି ମିନିଷ୍ଟାଡିୟମରେ ଆୟୁଷ୍ମାନ…
Read More...

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛେଣ୍ଡ୍‌ର ବାର୍ଷିକ ସାଧାରଣ ସଭା ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ସଂଘର ବିଦାୟୀ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଶ୍ରୀ ସାହୁ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ସଂଘ…
Read More...

ମୁମ୍ବାଇରେ ପ୍ରତିଷ୍ଠା ହେବ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟି)

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇରେ ଏକ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି)…
Read More...

ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ “ଝାଞ୍ଜ” କବିତା ଆସର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ଗ୍ରୀଷ୍ମର ତାତି ଅବସରରେ ସଂଗଠନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ "ଝାଞ୍ଜ" କବିତା ଆସର ଅନୁଷ୍ଠିତ ହୋଇଥିଲା ।…
Read More...

ମଧ୍ୟପ୍ରଦେଶର ଆନନ୍ଦପୁର ଧାମରେ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

'ବିକାଶ ଓ ଐତିହ୍ୟ'ର ମନ୍ତ୍ର ନେଇ ନୂଆ ଭାରତ ଆଗକୁ ବଢୁଛି : ପ୍ରଧାନମନ୍ତ୍ରୀଆମ ଦେଶ ଋଷି, ଜ୍ଞାନୀ ପୁରୁଷ ଓ ସନ୍ଥଙ୍କ ଦେଶ, ଯେତେବେଳେ ବି ଆମ ସମାଜ ଏକ କଠିନ ସମୟ ଦେଇ ଗତି କରେ, କୌଣସି ସନ୍ଥ କିମ୍ବା ଜ୍ଞାନୀ ବ୍ୟକ୍ତି ଏହି ଭୂମିକୁ ଓହ୍ଲାଇ ସମାଜକୁ ମାର୍ଗଦର୍ଶନ କରିଥାନ୍ତି :…
Read More...