Monthly Archives

February 2025

ସପ୍ତମ ରାଜ ବୋଡାସମ୍ବର ଧନୁଯାତ୍ରା ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଇବାହଲି ଠାରେ ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହଲ, ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ଅନୁଷ୍ଠିତ ଯାତ୍ରାରେ ସକାଳ ୧୦ଟାରେ ଡୁଙ୍ଗୁରିପାଲି ଠାରୁ
Read More...

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରଣ୍ଡାପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କ ଅଧ୍ୟକ୍ଷତାରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଚରଣ ରାଉତ,
Read More...

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାରେ ଆମ ପୁଲିସ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ବରିଷ୍ଠ ସଭ୍ୟତଥା ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଥାନାରେ ନୂଆକରି ଯୋଗଦେଇଥିବା ପ୍ରଭାରୀ ରଞ୍ଜନ
Read More...

ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ କେବଳ ଭୂ-ରାଜନୈତିକ ନୁହେଁ, ବରଂ ଏଥିରେ ରହିଛି ହଜାର ହଜାର ବର୍ଷର ସହଭାଗୀ ସଂସ୍କୃତି ଓ ଇତିହାସ : ପ୍ରଧାନମନ୍ତ୍ରୀସାଂସ୍କୃତିକ ମୂଲ୍ୟବୋଧ, ଐତିହ୍ୟ ଓ ପରମ୍ପରା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଜନ - ଜନ ମଧ୍ୟରେ ସମ୍ପର୍କ ବଢ଼ାଉଛି :
Read More...

ମୋବାଇଲ ବ୍ୟାଟେରୀ ବିସ୍ପୋରଣରେ ଦୁଇ ଶିଶୁ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ମୋବାଇଲ ବ୍ୟାଟେରୀ ବିସ୍ପୋରଣରେ ଦୁଇ ଶିଶୁ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମରେ ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ ବିସ୍ପୋରଣ ଘଟିଛି ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ଦୁଇ ଶିଶୁଙ୍କୁ ପରିବାର ଲୋକ
Read More...

ସିଂହିଯୁବା ହାଇସ୍କୁଲରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବାଠାରେ ରବିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଗାୟତ୍ରୀ ଉଚ୍ଚ
Read More...

ଆନ୍ତର୍ଜାତୀୟ ଆର୍ଦ୍ରଭୂମି ସଂରକ୍ଷଣ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଆର୍ଦ୍ରଭୂମି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ସମ୍ମାନିତ
Read More...

ଦୀର୍ଘ ତିରିଶ ବର୍ଷ ପରେ ଆୟୋଜିତ ହେଲା ସର୍ବଭାରତୀୟ ନକ୍‌ ଆଉଟ୍‌ ଫୁଟବଲ ପ୍ରତିଯୋଗିତା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩୦ ବର୍ଷ ପରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇତି ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ୧୯୯୪ ମସିହାରେ କେସିଙ୍ଗା ଠାରେ ଶେଷଥର ପାଇଁ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
Read More...

ଶିକ୍ଷା ସମୃଦ୍ଧି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ନବୀନ ଛକଠାରେ ଥିବା ଶିକ୍ଷା ସମୃଦ୍ଧି ବିଦ୍ୟାଳୟ ପରିସରରେ ୬ତମ ବାର୍ଷିକ ଉତ୍ସବ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ସଭାରେ ସ୍କୁଲର ପରିଚାଳନା ନିର୍ଦେଶକ ଗୋପେଶ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...

କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର୍‌ ଧରୁଛି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର ଧରୁଛି । ଦୀର୍ଘ ବର୍ଷରୁ କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବିଭିନ୍ନ ସମୟରେ ବିଡ଼ିଓ, ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରି
Read More...