Monthly Archives

February 2025

ବଲାଙ୍ଗିର ଜିଲ୍ଲାରେ ହଇଚଇ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ

କଣ୍ଟାବାଞ୍ଜି : ବର୍ତ୍ତମାନର ଏକ ବଡ଼ ଖବର । ବଲାଙ୍ଗିର ଜିଲ୍ଲାରେ ହଇଚଇ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ରେଳ ୱାଗନ ଭିତରୁ ଏହି ୧୨ଟି ବୋମା ଜବତ କରାଯାଇଥିବା ସୂଚନା ରହିଛି । ଯାଞ୍ଚ ସମୟରେ ୱାଗନ ଭିତରୁ ଏହି ୧୨ଟି ବୋମା ରେଲୱେ ପୋଲିସ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିଠାରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡ଼ଃ. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ
Read More...

ବାରିପଦା ଉପଖଣ୍ଡରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମୋଟ ୨୦୨ଟି ଅଭିଯୋଗର ହେଲା ଶୁଣାଣି ବାରିପଦା, (ଦେବସ୍ମିତ ଚୌଦୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ମାଆ ସରସ୍ୱତୀ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଜୟଦେବ ଦାସ ପ୍ରମୁଖ
Read More...

କଂସ ଦରବାରରେ ଡିଲେଶ୍ଵର ସାହୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଗୁଏବାହାଲି ଠାରେ ଚାଲିଥିବା ସପ୍ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମହାରାଜ କଂସଙ୍କ ଆମନ୍ତ୍ରଣରେ ପଦ୍ମପୁର ଯେନିଥ ସ୍କୁଲର ଛାତ୍ରୀ ମାନଙ୍କର କଳାକୃତି ପ୍ରଦର୍ଶିତ ହୋଇଥିଲା । ଉକ୍ତ
Read More...

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ଗ୍ରାମ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଦ୍ୱାଦାଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଶଙ୍କରାନନ୍ଦ ମହାରାଜ ଯୋଗଦେଇ ବିଦ୍ୟାଳୟ ପରିସରରେ ସ୍ୱାମୀ
Read More...

ବିଦ୍ୟୁତ ସେବାରେ ସୁଧାର ନଆସିଲେ ହେବ ଜିଲ୍ଲା ତମାମ ଆନ୍ଦୋଳନ : ଭଞ୍ଜସେନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଟାଟା ପାୱାରର ବେପରୁଆ ବିଜୁଳି ସେବା, ସ୍ମାର୍ଟ୍ ମିଟର, ଅହେତୁକ ବିଜୁଳି ବିଲ୍, ଲୋ ଭୋଲ୍ଟେଜ୍, ୩୦୦ୟୁନିଟ ମାଗଣା ବିଜୁଳି ଭଳି ପ୍ରସଙ୍ଗକୁ ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ
Read More...

ନୌସେନା ଅଧିକାରୀଙ୍କୁ ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କେରଳର କୋଚିରେ ନୌସେନାରେ ପେଟି ଅଧିକାରୀ ଭାବେ କାର୍ଯ୍ୟରତ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କୁ ଲୋଇସିଂହା ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ନିଜ ସହପାଠୀ ବୃନ୍ଦ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଜନ୍ମମାଟିରେ ତାଙ୍କୁ
Read More...

ମହାକୁମ୍ଭ : ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା

ନୂଆଦିଲ୍ଲୀ, (ପିଆଇବି) : ୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି । ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି । ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ
Read More...

ଓଡ଼ିଶା ପାଇଁ ଐତିହାସିକ ରେଳ ବଜେଟ୍ : ରେକର୍ଡ ନିବେଶ ଏବଂ ରେଳ ଭିତ୍ତିଭୂମିରେ ଅଭୂତପୂର୍ବ ଅଭିବୃଦ୍ଧି

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା ପାଇଁ ୨୦୨୫ ରେଳ ବଜେଟର ପ୍ରମୁଖ ସୂଚନା ଉପସ୍ଥାପନା କରିଛନ୍ତି
Read More...