Daily Archives

ନାରାୟଣ ରାଉତଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନାରାୟଣ ଚନ୍ଦ୍ର ରାଉତ ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ସମାଜସେବୀ ତଥା ଦକ୍ଷ ସଂଗଠକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାଉତଙ୍କ ୨୩ତମ ସ୍ମୃତିଚାରଣ ସଭା ସେକ୍ଟର-୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଣ୍ଡାୟତ କ୍ଷତ୍ରିୟ ମହାସଭାର
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷା ବିକାଶ ସମିତି, ବିହ୍ଵତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ
Read More...

ବାଲିଯାତ୍ରା ବିଶ୍ଵ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କଟକ ଉପର ବାଲିଯାତ୍ରା ପଡ଼ିଆ ରୋଟାରୀ ଆଇ ହସ୍ପିଟାଲ କ୍ୟାମ୍ପରେ ଅନୁଷ୍ଠାନର ୬୨ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ବିଶ୍ଵ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ
Read More...

ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ ଭାବକୁ ନେଇ ସମାଜକୁ ଏକ ବାର୍ତ୍ତା ଦେଇ କାର୍ଯ୍ୟ କରିଥାଏ ଭାରତ ବିକାଶ ପରିଷଦ । ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ରବିବାର ଦିନ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଆଦିବାସୀ ଭବନ ଠାରେ
Read More...

ନଭେମ୍ବର ୩୦ରେ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଏବଂ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ତରଫରୁ ହୃଦ୍ ଓ ଅର୍ଥ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗାମୀ ନଭେମ୍ବର ୩୦ରେ ଡି.ଏନ୍‌. ରିଶୋର୍ଟ ଠାରେ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଏବଂ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ରାୟପୁର ମିଳିତ ଭାବେ ଏକ ବିଶାଳ ହୃଦ୍ ଓ ଅର୍ଥୋପେଡ଼ି ରୋଗ ସଚେତନତା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ
Read More...

କଣ୍ଟାବାଞ୍ଜିରେ ଏସ୍‌ୟୁଜେ ଶାଖାର ବୈଠକ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍. ୟୁ. ଜେ) କଣ୍ଟାବାଞ୍ଜି ଶାଖାର ଏକ ବୈଠକ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍. ୟୁ. ଜେ.ର ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ସତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର
Read More...

ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଭେମ୍ବର ୨୪ରେ ସାରା ଦେଶରେ 'ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ' ଅନୁଷ୍ଠିତ ହୋଇଥାଏ । ବ୍ୟକ୍ତିଗତ ପ୍ରତିଭା ପ୍ରଦର୍ଶନ ପାଇଁ ଏହି ଦିବସ ପାଳନ ଏକ ସୁନ୍ଦର ସୁଯୋଗ । ବିବିଧତା ଭିତରେ ସୌନ୍ଦର୍ଯ୍ୟ ରହିଛି । ଆମେ ସମସ୍ତେ ଗୋଟିଏ ବାକ୍ସରେ କଦାଚିତ
Read More...

ନିଜ ମାଁକୁ ପିଟି ପିଟି ହତ୍ୟା କଲା ପୁଅ : ଅଭିଯୁକ୍ତ ଗିରଫ

ଅନୁଗୁଳ : ନିଜ ମାଁକୁ ପିଟି ପିଟି ହତ୍ୟା କଲା ପୁଅ । କୌଣସି କାରଣକୁ ନେଇ ମାଁ ପୁଅଙ୍କ ଭିତରେ ବଚସା ହୋଇଥିଲା । ପରେ ମାଁକୁ ନିର୍ମତ ଭାବରେ ହତ୍ୟା କରିଛି ପୁଅ । ପୁଅ ସରୋଜ ନାଏକ ନିଜ ମାଁ ଲତା ନାଏକ(୭୦)ଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନୁଗୁଳ ଟାଉନ
Read More...

ବସ୍ ଓ ଅଟୋ ମୁହାଁମୁହିିଁ ଧକ୍କା : ୭ ମୃତ

ଅମରାବତୀ : ସଡକ ଦୁର୍ଘଟଣା । ବସ୍ ଓ ଅଟୋ ମୁହାଁମୁହିିଁ ଧକ୍କା । ଦୁର୍ଘଟଣା ଚାଲିଗଲା ୭ ଜୀବନ । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ତାଲାଗାସିପାଲି ନିକଟରେ ଏଭଳି ସଡକ ଦୁର୍ଘଟଣା ଝଟିଛି । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନାମୁତାବକ, ଅଟୋରେ
Read More...

ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସାରସ୍ୱତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଙ୍କୁର ଶିଶୁ ସାହିତ୍ୟ ସଂସଦର କବିତା ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଖୁଜେନପାଲି ଠାରେ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ଚେତନା
Read More...