Daily Archives

ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିର
Read More...

ଟ୍ରକ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ଜଣେ ମୃତ, ୨ ଆହତ

ସମ୍ବଲପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀ କର୍ମଚାରୀ ଆହତ ହୋଇଛନ୍ତି ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ ଅଫିସ ନିକଟରେ ୫୫
Read More...

ପିପି ଏକାଡେମୀର ସୁବର୍ଣ୍ଣ ଜୟନ୍ତି ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତିତପାବନ ଏକାଡେମୀର ସୁବର୍ଣ୍ଣ ଜୟନ୍ତି ପାଳନ ଉତ୍ସବ ତଥା ୬୪ତମ ବର୍ଷ ପାଳନ ପାଇଁ ପୁରାତନ ଛାତ୍ରମାନଙ୍କର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର କମିଟିର ସଭାପତି ସୟଦ ଆଫତାବ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା
Read More...

ବନ୍ୟପ୍ରାଣୀ ସପ୍ତାହ ଅବସରରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରାପ୍ତ ଲିଜି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ବନଖଣ୍ଡ ପକ୍ଷରୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର କୁନାଲ ମୋତିରାମ ଚୌହାନ ମୁଖ୍ୟ
Read More...

ମିଷ୍ଟି ପ୍ରଡକ୍ସନ୍‌ ଓ ଏସ୍‌ଏସ୍‌ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନକୁ ଆର୍ଥିକ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଟାଉନ୍ ହଲ୍‌ରେ ଗତ ୨୮ ତାରିଖରେ ମିଷ୍ଟି ପ୍ରଡକ୍ସନ ଓ ଏସ୍‌ଏସ୍‌ ମିଡ଼ିଆ ଦ୍ଵାରା ଆୟୋଜିତ ସମ୍ବଲପୁରୀ ସିନେମା 'ବୁନକର୍ ପିଲାର କାଏଁ ଦୋଷ' ଶୁଭମୁକ୍ତି ହୋଇ ୩ ଦିନ ଧରି ଚାଲିଥିଲା । ଏହା ସହ ୩ ଦିନ ହାଉସ୍‌ଫୁଲ ମଧ୍ୟ
Read More...

ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସାମ୍ୱାଦିକ ସଂଘ ରାୟଗଡର ସ୍ୱାବଲମ୍ବୀ କାର୍ୟ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଂଘର ସଭାପତି ଡ. ବାଦଲ କୁମାରଙ୍କ ପୌରହିତ୍ୟରେ ହୋଇଥିବା ବେଳେ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡାଳ ପରିଚାଳନା
Read More...

ମୁରିବାହାଲ ରେଳ ଷ୍ଟେସନରୁ ୬ କେଜି ଗଞ୍ଜେଇ ଜବତ ସହ ବାଇକ ଏବଂ ସ୍ଵାମୀ, ସ୍ତ୍ରୀ ଓ ବଡ ଭଉଣୀ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରୁ ଟ୍ରେନରେ ରାୟପୁରକୁ ଚାଲାଣ ହେବାକୁଥିବା ୬ କେଜି ଗଞ୍ଜେଇକୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି । ଏହି ଚାଲାଣରେ ସଂପୃକ୍ତ ଥିବା ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର
Read More...

କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ କୁମାର ପୂର୍ଣ୍ଣିମା ପାଇଁ ଏକ ପ୍ରସ୍ତୁତି ବୈଠକ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ବିଶିଷ୍ଟ ଚଳଚ୍ଚିତ୍ର
Read More...

ଅବହେଳିତ ଆମ ବଲାଙ୍ଗିର ପାର୍କକୁ ଯୁବଗୋଷ୍ଠୀର ଶ୍ରମଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲାଲଟିକ୍ରା ସ୍ଥିତ ଭୀମଭୋଇ ମେଡିକାଲ ଛକ ସମନାରେ ବଲାଙ୍ଗିର ପାର୍କ ଅବସ୍ଥିତ ଯାହାକି ଅତୀତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାହାର ବାପା ମାଆ କେହି ରହିଲେ ନାହିଁ । ମ୍ୟୁନିସିପାଲିଟି କିମ୍ବା କୌଣସି ପ୍ରଶାସନିକ
Read More...