Daily Archives

ହଟିଲା ୫-ଟି ଓ ମୋ’ ସରକାର

ଭୁବନେଶ୍ୱର : ମୋହନ ସରକାର ଶପଥ ନେବାର ୨୪ ଘଂଟା ନପୂରୁଣୁ ରାଜ୍ୟରୁ ହଟିଛି ୫-ଟି ଓ ମୋ' ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମୋହନ ସରକାରଙ୍କ ଏକ ମାଷ୍ଟ୍ରର୍‌ଷ୍ଟ୍ରୋକ୍‌ ବୋଲି ସାଧାରଣରେ ଆଲୋଚନା ହେଉଛି ।
Read More...

ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲେ ଅର୍ଥନୀତି ପ୍ରାଧ୍ୟାପକ ଡା. ବିରଞ୍ଚି ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ପ୍ରକାଶ ପାଇଥିଲା ଏକ ଦାଦନ ଦୁଃଖର କରୁଣ କାହାଣୀ । ପଦ୍ମପୁର ଅଞ୍ଚଳର ଦହିଗାଁ ଗ୍ରାମର ସ୍ତ୍ରୀ ଲକ୍ଷ୍ମୀ ବରିହା ତାଙ୍କ ସ୍ଵାମୀ ଦୁଆରୁ ବରିହାଙ୍କ ଦୟନୀୟ ପରିସ୍ଥିତି । ରୁଗ୍‌ଣ ହୋଇ ମୃତ୍ୟୁ ଶଯ୍ୟାରେ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ
Read More...

ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡ଼. ଏ.ଏନ୍.କେ. ଡିଏଭି ପବ୍ଲିକ ସ୍କୁଲର ଏନ୍.ସି.ସି ଛାତ୍ରଛାତ୍ରୀମାନେ ଗ୍ରୀଷ୍ମକାଳୀନ ଛୁଟିର ସୁଯୋଗ ନେଇ ଫାଇରିଂ କ୍ୟାମ୍ପରେ ଯୋଗ ଦେଇଥିଲେ । ଏନ୍.ସି.ସି ନବମ ବାଟାଲିଅନ୍‌ର ନିର୍ଦ୍ଦେଶରେ ରାଉରକେଲା ଠାରେ ଓ.ଏସ୍.ଏ.ପି ଫାଇରିଂ
Read More...

ସ୍ୱାଭିମାନୀ ଓଡ଼ିଆଣୀର ପ୍ରଥମ ରଜ ଅର୍ଘ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ଵାଭିମାନୀ ଓଡ଼ିଆଣୀର ପ୍ରଥମ ରଜ ଅର୍ଘ୍ୟ ରାଉରକେଲା କ୍ଲବ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ମାନସୀ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ
Read More...

ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କ ସ୍ୱାଗତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ୧୫ତମ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ-ମଞ୍ଚରେ ଶପଥ ପାଠ କରିବା ପୂର୍ବରୁ ଛତ୍ରପୁରର ନବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରର ବିକାଶ
Read More...

ଦିବ୍ୟସିଂହପୁର ଓ ଭାଗିରଥିପୁରରେ ମହାଆଡ଼ମ୍ବରରେ ଦେବ ଦମ୍ପତ୍ତିଙ୍କ ଶୁଭବିବାହ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଦିବ୍ୟସିଂହପୁର ଏବଂ ଭାଗିରଥୀପୁର ଶାସନ ଗ୍ରାମରେ ମହାଆଡମ୍ବର ସହକାରେ ହର-ପାର୍ବତୀଙ୍କ ଶୀତଳଷଷ୍ଠୀ ଯାତ୍ରା ସମାପନ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହେବା ସହ ଭବ୍ୟ ଶୋଭାଯାତ୍ରାରେ ବରକନ୍ୟା
Read More...

ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ହୋଟେଲ୍‌ ଇନ୍ଦ୍ରପ୍ରସ୍ଥରେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ୬ ଜଣ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ହୋଟେଲ୍‌ ଇନ୍ଦ୍ରପ୍ରସ୍ଥରେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ୬ ଜଣ ଅଭିଯୁକ୍ତ । ଏ ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ
Read More...

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହାମଲାକୁ ଦମନ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁଙ୍କ ଜୀବନ ହାନି ଘଟିଲା । ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭାରତବାସୀଙ୍କ ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମିତ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ
Read More...

ଲର୍କିପାଲି ସରକାରୀ ପଲିଟେକ୍‌ନିକ୍ ଇଞ୍ଜିନିୟରିଙ୍ଗ କଲେଜ ଠାରେ ଦିନିକିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲର୍କିପାଲି ସ୍ଥିତ ସରକାରୀ ପଲିଟେକ୍‌ନିକ୍ ଇଞ୍ଜିନିୟରିଙ୍ଗ କଲେଜ ଠାରେ ଏକ ଦିନିକିଆ ତାଲିମ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଆଇଟିଆଇ, ଅରୁଣା ଓ ପଲିଟେକନିକ୍ କଲେଜର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ପଲିଟେକନିକ୍ କଲେଜର
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ପଶୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବିପୁଲିଙ୍ଗୀ ପଞ୍ଚାୟତ କରାତଳି ଗ୍ରାମର ବଡ଼ ତୋଟା ପଡିଆଠାରେ ଛତ୍ରପୁର ରୋଟାରୀ କ୍ଲବ ଓ ଟାଟା ଷ୍ଟିଲର ମିଳିତ ଆନୁକୁଲ୍ୟରେ ଏକ ମାଗଣା ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ରୋଟାରୀୟନ୍ ନିରଞ୍ଜନ
Read More...