Daily Archives

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର
Read More...

ସଙ୍କୁଳସ୍ତରୀୟ ତିନିଦିନିଆ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।
Read More...

ରାଉରକେଲାରେ ସୁରେନ୍ଦ୍ର ପରିବାର ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରାଉରକେଲା ସହରର କିଛି ସାହିତ୍ୟ ପ୍ରେମୀ ମାନଙ୍କୁ ନେଇ ଆଜି ଏକ ନୂତନ ଅନୁଷ୍ଠାନ ସୁରେନ୍ଦ୍ର ପରିବାର ନାମରେ ଗଠନ କରାଗଲା । ଏହାର ପ୍ରଥମ ସଭା ଓ ବନ୍ଧୁ ମିଳନ ଆମ୍ବାଗାନ ସ୍ଥିତ ସରୋବର ସଭା
Read More...

ୟୁଥ୍ ହଷ୍ଟେଲର ବିଶ୍ୱ ପରିବେଶ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସେକ୍ଟର -୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ
Read More...

ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ : +୨ ନାମଲେଖା ଆବେଦନ ବାଧାପ୍ରାପ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତିନିଦିନ ହେବ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ୍‌ ଯୋଗାଣ ବନ୍ଦ ଯୋଗୁଁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଠପ୍‌ ହୋଇପଡିଛି । ଫଳରେ ବିଦ୍ୟାଳୟ କର୍ମଚାରୀ, ଛାତ୍ରଛାତ୍ରୀ
Read More...

ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭସ୍ତମ୍ଭ ଶୋଭାଯାତ୍ରା ଦ୍ୱିତୀୟ ଦିନରେ ପୁରୀ ଜଗନ୍ନାଥଙ୍କ ବଡ଼ପଣ୍ଡା ଆଜ୍ଞାମାଳ ଦେଲେ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ
Read More...

କେଉଁଟ, କୈବର୍ତ୍ତ, ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାରଙ୍କ ପ୍ରେସ୍‌ ବିଜ୍ଞପ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣ ନିର୍ବାଚନ ଦୀର୍ଘ ୨୫ ବର୍ଷର ବିଜେଡି ସରକାର ବିରୋଧରେ ଏକ ଦୃଢ ଜନମତ । ଏହି ଜନମତ ପଶ୍ଚିମ ଓଡିଶା ପ୍ରତି ସାମଗ୍ରିକ ଅବହେଳା ସହିତ ଦଳିତ ବିରୋଧି କାର୍ଯ୍ୟକଳାପର ଏକ ପ୍ରତିଫଳନ ମାତ୍ର । ହୁଏତ ହେଇପାରେ ଉପକୂଳ ଅଂଚଳରେ ପାଣ୍ଡିଆନ୍‌ ବାବୁଙ୍କ
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଏକ ସାଧାରଣ
Read More...

ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ : ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସ କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିବା ସୂଚନାରେ କୁହାଯାଇଛି । ଏନେଇ କେସି ବେଣୁଗୋପାଳ ଓ ଅଜୟ ରାୟ ସୂଚନା ଦେଇଛନ୍ତି । ଚଳିତ ଥର
Read More...

ମୋ ବସ୍‌କୁ ପଛପଟରୁ ଧକ୍କା ଦେଲା ଟ୍ରକ୍‌ : ୨୦ ଆହତ

ଭୁବନେଶ୍ୱର : କଟକ-ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ପରିବହନର ଅନ୍ୟତମ ମାଧ୍ୟମ ହୋଇଥିବା ଏକ ‘ମୋ ବସ୍‌’ ଆଜି ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା
Read More...