Daily Archives

ଡୁର୍ରୁକୁସମ ଠାରେ ଅତାବିରା ବିଧାୟକଙ୍କ ସହ ଆଲୋଚନା କଲେ ମସ୍ୟଜୀବି ସଂଘ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ମଧ୍ୟାହ୍ନ ୧୨ଟାରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡୁର୍ରୁକୁସମ ଠାରେ ଅତାବିରାର ନବ ନିର୍ବାଚିତ ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସ୍ଥାନୀୟ ତାମଦେଇ
Read More...

ଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ସ୍ଥିତ ଲରମ୍ଭା ଗ୍ରାମର ପ୍ରମୁଖ ଶିକ୍ଷାକେନ୍ଦ୍ର ଗୁଡିକରେ ପଲ୍ଲୀଶିକ୍ଷା ପ୍ରେମୀ ସ୍ୱର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କର ଜନ୍ମସ୍ଥାନକୁ ଯାଇ ଏନ୍ତୁଡିଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ
Read More...

ବିଜେପୁର ପେକ୍ସ ପିଅନ ସୂର୍ଯ୍ୟମଣିଙ୍କ ହତ୍ୟା ଘଟଣା : ୨୪ ଘଣ୍ଟା ଭିତରେ ଧରାପଡିଲେ ୨ ଅଭିଯୁକ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୂର୍ଯ୍ୟମଣିଙ୍କୁ କେମିତି କଲେ ଆକ୍ରମଣ ? କଣ ଥିଲା ଆକ୍ରମଣର କାରଣ ? କେଉଁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କଲେ ହତ୍ୟାକାରୀମାନେ ? ଏସବୁର ଗୁମର ଫିଟୁଛି ଏବେ । ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ଟିଟିଲାଗଡ଼ ପୋଲିସ ତନ୍ନ ତନ୍ନ କରି ଖୋଳତାଡ଼ ଆରମ୍ଭ
Read More...

ଧର୍ମ ପ୍ରାଣ ବ୍ୟକ୍ତିଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅର୍ନ୍ତଗତ ଉର୍ଦୁନା ଗ୍ରାମର ଜଣାଶୁଣା ଭଦ୍ର ବ୍ୟକ୍ତି ମୋହନଲାଲ ହୋତାଙ୍କ (୭୩) ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଇଲାବତୀ, ଦୁଇ ପୁଅ ବୋହୂ ପ୍ରେମ ପ୍ରସାଦ - ନିକୀ, ରାମ ପ୍ରସାଦ- ରିଙ୍କି, ତିନି ଝିଅ ଜ୍ୱାଇଁ କଲ୍ୟାଣୀ-
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ଅପେକ୍ଷାରେ ଲମ୍ବୋଦର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ବର୍ଷେ ହେବ ଲିଭର ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଲମ୍ବୋଦର । ଆଗକୁ ଚିକିତ୍ସା ହେବା ପାଇଁ ଆଉ
Read More...

ବିଶ୍ୱ ପରିବେଶ ଦିବସରେ ‘ପରିବେଶ ପାଇଁ ଗଛଟିଏ’ ଆହ୍ୱାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ତହସିଲ ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ସବୁଜ ଡେଲାଙ୍ଗର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବି ହୃଷୀକେଶ ପାଢ଼ୀଙ୍କ ଦ୍ୱାରା ପ୍ରସ୍ତୁତ ସଚେତନ ଧର୍ମୀ ପରିବେଶ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟ ଓ ଝାରବନ୍ଧର ଯୁବ ରେଡ୍‌କ୍ରସ୍ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ତଥା ଯୁବ ରେଡ୍‌କ୍ରସ୍‌
Read More...

ଜାତୀୟ ଉଚ୍ଚଶିକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୬ରେ 'ଜାତୀୟ ଉଚ୍ଚଶିକ୍ଷା ଦିବସ' ପାଳନ କରାଯାଏ । ବିଭିନ୍ନ ଶିକ୍ଷାଗତ ସ୍ୱପ୍ନକୁ ସାକାର କରିବା ପାଇଁ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେଉଥିବା ଯୁବକମାନଙ୍କୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ । ବିଶ୍ଵକୁ ପରିବର୍ତ୍ତନ କରିବା ପାଇଁ
Read More...

ବିଶ୍ୱ ପରିବେଶ ଦିବସରେ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶାନ୍ତନୁ କୁମାର ପଢିହାରୀ,
Read More...

ପେକ୍ସ କର୍ମଚାରୀଙ୍କୁ ହତ୍ୟା : କାରଣ ଖୋଜୁଛି ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସରେ ପିଅନ କାମ କରୁଥିବା ଥୁବୁଡ଼ିଙ୍ଗ୍‌ ଗାଁର ସୂର୍ଯ୍ୟମଣି ମାଝୀ(୩୮)ଙ୍କୁ ହତ୍ୟା କରାଯାଇଥିବା ଆଜି ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନ୍ୟ ଦିନ ପରି ଆଜି ମଧ୍ୟ ବିଜେପୁର ପେକ୍ସରେ କାମ
Read More...