Daily Archives

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବାଲେଶ୍ୱର : ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁଘଟିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଡ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ ଭାର ଦେଇ ଝିଅର ଶାଶୂ ଘରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଅନନ୍ତପୁର
Read More...

ବ୍ରାହ୍ମଣୀ ଗ୍ରାମରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଏକ ଭବ୍ୟ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ବୁଧବାର ଦିନଠାରୁ ଆରମ୍ଭ ହୋଇ ରବିବାର ଦିନ ଶେଷ ହୋଇଥିଲା । ପ୍ରଥମ ଦିବସରେ ମହିଳାମାନଙ୍କ
Read More...

ସାର୍ବଜନୀନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଳନ କମିଟିର ସାମ୍ବାଦିକ ସମ୍ମିଳନୀ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଜୁନ ୧୦ ତାରିଖ ଦିନ ପଦ୍ମପୁର ଠାରେ ବାବା ସ୍ଵପ୍ନେଶ୍ଵର ଭୋଳା ଶଙ୍କରଙ୍କ ଏବଂ ଜଗତ ଜନନୀ ମାଁ ପାର୍ବତୀଙ୍କ ପବିତ୍ର ପୂଜ୍ୟ ବିବାହ ଉତ୍ସବକୁ ଆଡମ୍ବର ଉଲ୍ଲାସର ସହିତ ପାଳନ କରିବା ପାଇଁ ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ପଦ୍ମପୁର ତରଫରୁ ପ୍ରସ୍ତୁତି
Read More...

ଛତ୍ରପୁର ଆଇଟିଆଇ ପକ୍ଷରୁ ସୌର ଚାଳିତ ପନିପରିବା ଯାନ ଉଦ୍‌ଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୋଟିଏ ପରେ ଗୋଟିଏ ଅଭିନବ ପ୍ରୟାସ ଜାରୀ ରଖି ଅଧ୍ୟୟନରତ ଯୁବଗୋଷ୍ଠୀଙ୍କୁ ନୂତନ ଉନ୍ମାଦନା ଆଣି ନୂଆଁ ଜୀବନକୁ ଆଲୋକିତ କରାଇ ଆସୁଛି । ଯାହାକି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ନୂଆଁ
Read More...

ମା’ ରାମଚଣ୍ଡୀ ଟ୍ରଷ୍ଟ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନର ଯୁଗରେ ଯେତିକି କଂକ୍ରିଟ କୋଠା, ଅଟ୍ଟାଳିକାମାନ ହୁ ହୁ ହୋଇ ଗଢ଼ି ଉଠୁଛି, ଏହାର ଫଳସ୍ୱରୁପ ପରିବେଶ ଅବସ୍ଥା ଖୁବ୍ ଗମ୍ଭୀର ହେବାରେ ଲାଗିଛି । ପରିବେଶ ଅନୁକୂଳ ପରିବେଶ ବାତାବରଣ, ଅଦିନିଆ ଝଡ଼ ବର୍ଷା ହେଉଛି । ଠିକ୍ ସମୟରେ ବର୍ଷା
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସହରକୁ ସରସ ସୁନ୍ଦର କରିବା ପାଇଁ ବୃକ୍ଷ କାଟି ପିଚୁ କଂକ୍ରିଟ ପ୍ରଶସ୍ତ ରୋଡ଼ ନିର୍ମାଣ କରାଯାଉଛି ସେହି ଅନୁପାତରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି କଥାକୁ ଚିନ୍ତା କରି ଜୁନ ୫ ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ
Read More...