Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଜଣ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ତଥା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବସ୍‌ ଏକ ଟ୍ରକ୍‌ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ବସ୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଏହି
Read More...

ମହାତ୍ମା ଗାନ୍ଧୀ କଲେଜର ଛାତ୍ରଛାତ୍ରୀ ଜିଲ୍ଲା ଟପ୍ପର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆଳ ଠାରେ ଥିବା ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜର ସଫଳତା, ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ମହାତ୍ମା ଗାନ୍ଧୀ କଲେଜର ୯୫% ପିଲା ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ
Read More...

ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ

ଭୁବନେଶ୍ୱର : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ପ୍ରବଳ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ ।
Read More...

ବୋଡ଼େନ ବ୍ଲକକୁ ଫେରିଲା ଦାଦନ ଝିଅର ଶବ

ନୂଆପଡା, (ନିରାକାର ମେହେର) : ଆମ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ । କିନ୍ତୁ ବର୍ତ୍ତମାନ୍ ମଧ୍ୟ ଆମେ ନିଜ ହକ୍‌ ଅଧିକାର ମୌଳିକ ଅଧିକାରରୁ ବଞ୍ଚିତ । ଏହାର ଦୋଷୀ କିଏ ଉତ୍ତର ଦାୟୀ କିଏ ? ଓଡିଶାରେ ଦାଦନ ସମସ୍ୟାର ସମାଧାନ କେବେ ହେବ ବର୍ଷକୁ ସହ ସହ ସବ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛି
Read More...