Daily Archives

ହଳଦୀ ଗ୍ରାମର ବିବାହିତା ମହିଳାମାନଙ୍କୁ ନୂତନ ରାସନ କାର୍ଡ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମ ନାରୀଶକ୍ତିର ବହୁ ସଂଖ୍ୟକ ବିବାହିତା ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ରାସନ କାର୍ଡ ପାଇବାରୁ ବଞ୍ଚିତ ପ୍ରତିବାଦରେ ମଙ୍ଗଳବାର ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ଏକ ଦାବିପତ୍ର
Read More...

ଅନ୍ୟ ଜାତିରେ ବାହା ହେବାରୁ ଶବ ଛୁଇଁଲେନି ପରିବାର ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜି ବି ଗାଁ ଗହଳିରେ ଜାତିପ୍ରଥା ନିଜର ଆସ୍ଥାନ ବଜାୟ ରଖିଛି । ଜାତିଭାଇଙ୍କ ବାସନ୍ଦ ଭୟରେ ଅନ୍ୟ ଜାତିରେ ବାହା ହୋଇଥିବା ବ୍ୟକ୍ତିଙ୍କ ଶବକୁ ନିଜ ପରିବାର ଲୋକେ ମଧ୍ୟ ଛୁଇଁ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ କିଛି ସମାଜସେବୀଙ୍କ ଉଦ୍ୟମରେ ଶବ ସତ୍କାର
Read More...

ପଦ୍ମପୁର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା କ୍ଲବ୍ ଗଠନ କରାଯାଇ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଆତ୍ମସୁରକ୍ଷା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଓ ସହ
Read More...

ରାଜ୍ୟସ୍ତରୀୟ ଚୁଲିମୁଣ୍ଡ ଲୋକଗଳ୍ପ ମହୋତ୍ସବ

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଚୁଲିମୁଣ୍ଡ ଲୋକଗଳ୍ପ ମହୋତ୍ସବ ବୁଦ୍ଧ ମନ୍ଦିର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ରାଜ୍ୟସ୍ତରୀୟ ଲୋକ ଗଳ୍ପ
Read More...

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ବିଶ୍ୱ ଏନ୍‌ଜିଓ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧା ଅନୁଷ୍ଠାନ ସେକ୍ଟର ୧୬ର ଅନ୍ତେବାସୀଙ୍କ ସୁଖଦୁଃଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା । ସଂଗଠନର ସଭାପତି ବିଶ୍ୱଜିତ
Read More...

ଟିଟିଲାଗଡ଼ ସହରରୁ ନିଖୋଜ ଥିବା ୪ ବାଳିକାଙ୍କୁ ୨୪ ଘଂଟା ଭିତରେ ଉଦ୍ଧାର କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ରବିବାର ରାତିରେ ଟିଟିଲାଗଡ଼ ସହରର ଚାରି ଜଣ ବାଳିକା ନିଖୋଜ ଥିବା ଘଟଣା ସହର ସାରା ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ରାତିରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଶ୍ରୀମତୀ ଅଙ୍କିତା
Read More...

ଲୋଇସିଂହା ଠାରେ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବନାଗ୍ନି ସଚେତନତା ଶିବିର ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ କରିବା ସକାଶେ ଜନ
Read More...

ମିଶନ ଶକ୍ତି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ମିଳିବ ୟୁନିଫର୍ମ ଓ ବ୍ଲେଜରଫେଡେରେସନ ଲିଡର ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବରଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ମାନଙ୍କୁ ଯୋଗାଇ
Read More...

ଶବକୁ ଛାଡ଼ି ଫେରାର୍‌ ମାରିଲେ ସଂପର୍କୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଇଭେଟ୍‌ ଗାଡ଼ି ଭଡ଼ା କରି ବୁର୍ଲା ମେଡ଼ିକାଲରୁ ଶବ ଆଣିଲେ । ନିଜ ଗାଁ ବଂଗୋମୁଣ୍ଡା କୁଦୋମୁଣ୍ଡାକୁ ଯିବା କଥା । କିନ୍ତୁ ବଲାଙ୍ଗିର ହସ୍‌ପିଟାଲ୍‌ ସାମ୍ନାରେ ଗାଡ଼ିରେ ଶବ ଛାଡ଼ି ମୋ’ ମାଲିକ ଘରକୁ ଟଙ୍କା ଆଣିବାକୁ ଯାଉଛି କହି ଭୋର୍‌ ୪ଟାରୁ ଚାଲି
Read More...

କ୍ୟାନସରରେ ପୀଡ଼ିତ ଆର୍ଗନ : ଅର୍ଥ ଅଭାବରୁ ଚିକିତ୍ସାରେ ବାଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶମ ଶ୍ରେଣୀର ଛାତ୍ର ଅର୍ଗନ । ବୟସ ମାତ୍ର ୧୫ ବର୍ଷ । ହେଲେ ବିଧିର ବିଧାନ କିଛି ଅଲଗା । ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯିବାରୁ ସେଠାରେ ଲିମ୍ପୋମା ଟ୍ୟୁମର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ତାହା କ୍ୟାନସର ବୋଲି
Read More...