Daily Archives

ଭବାନୀପାଟଣାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ କର୍ମଶାଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ ତାଲିମ ପ୍ରଦାନ
Read More...

ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା
Read More...

କଂଟାବାଂଜି ଭାଜପାର ଖବରଦାତା ସମ୍ମିଳନୀ

ବଲାଙ୍ଗିର ସାଂସଦଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ସୂଚନାକଂଟାବାଂଜି ବିଜେଡି ଖବରଦାତା ସମ୍ମିଳନୀ ଜରିଆରେ ଆଣିଥିବା ଅଭିଯୋଗ ଉପରେ ଦୃଢ ପ୍ରତିବାଦ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର
Read More...

ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ପଞ୍ଚସଖା ହାଇସ୍କୁଲ ଖେଳ ପଡିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ସଶ୍ମିତା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ
Read More...

ଆଜି ବଲାଙ୍ଗିର ଜିଲ୍ଲାର ପ୍ରାଣୀ ପାଳକ ଏବଂ ଦୁଗ୍ଧ ଉତ୍ପାଦକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ଦୋଳନରେ ଡାକ୍ତର । ବ୍ୟାହତ ପ୍ରାଣୀ ସେବା । ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନରେ ବସିଥିବା ବେଳେ ଆଜି ବଲାଙ୍ଗିରରେ ମଧ୍ୟ ଆନ୍ଦୋଳନ ଚାଲିଛି । ଏହାର ସିଧା ପ୍ରଭାବ ପଶୁ ପାଳକ ଓ ଚାଷୀମାନଙ୍କ ଉପରେ ପଡ଼ିଥିବା ଅଭିଯୋଗ ହୋଇଛି । ଏନେଇ ଆଜି
Read More...

ବିବାହ ଲଗ୍ନ ଦେବାକୁ ଯାଇ ବାପା ନିଖୋଜ, ପୁଇଁତଲା ଥାନାର ଦ୍ୱାରସ୍ଥ ହେଲେ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ଲଗ୍ନ ଦେବାକୁ ଯାଇ ବାପା ନିଖୋଜ ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ପୁଅ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଲୁକାପଡ଼ାର ରୁଗୁଡ଼ିପାଲି ନିବାସୀ ଶରଣ ପଧାନ ଗତ ୨୯ ତାରିଖ ଦିନ ସକାଳ ପ୍ରାୟ ୯ ଘଣ୍ଟା ସମୟରେ
Read More...

ପୁଇଁତଲା ଥାନାର ଦ୍ୱାରସ୍ଥ ହେଲେ ମଙ୍ଗଳାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ୍‌ ବହଲପଦର ଗ୍ରାମପଞ୍ଚାୟତ ମଙ୍ଗଳାମୁଣ୍ଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଗାଁର ପୋଖରୀ ହିଡ଼ରେ ବିଶ୍ୱରାଜ ପଧାନ ପାଇଖାନା ଟାଙ୍କି ତିଆରି
Read More...

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ି ନ୍ୟାୟ ଯାତ୍ରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ଦିନ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ପଟୁ ଓଡ଼ିଶାରେ ପହଞ୍ଚିବେ । ଏହି କ୍ରମରେ ଫେବୃଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ତାଙ୍କ ଯାତ୍ରା ସମ୍ପର୍କରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ସେଞ୍ଚୁରିଆନ୍‌ ବିଦ୍ୟାଳୟରେ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅର୍ଥ ବ୍ୟବସ୍ଥା ଯେକୌଣସି ଦେଶର ଆର୍ଥିକ ମାନ ସୁଦୃଢ କରିବାରେ ସହାୟକ ହୋଇଥାଏ । ଅର୍ଥ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଭିତ୍ତଭୂମିର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏଇ ଭିତ୍ତିଭୂମିର ଉନ୍ନତିକରଣ ଓ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗ ଯେପରି କୃଷି, ଶିଳ୍ପ ଓ
Read More...

ଆଗଲପୁର ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଗତ ୫-୨-୨୪ରେ ତହସିଲଦାର ରୂପେ ଡକ୍ଟର ରାମକୃଷ୍ଣ ସତ୍ୟ ରାଜଗୁରୁ ଯୋଗଦାନ କରିଛନ୍ତି । ପୂର୍ବରୁ ଡକ୍ଟର ରାଜଗୁରୁ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ । ଆଗଲପୁର ଜନସାଧାରଣଙ୍କ ସହଯୋଗ ରହିଲେ
Read More...