Monthly Archives

September 2023

ପଦ୍ମପୁର ଏବିସିଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବିସିଡିର ନୂଆଁଖାଇ ଭେଟ୍‌ଘାଟ୍‌ର ୨୫ ବର୍ଷ ପୂର୍ତ୍ତି ତଥା ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଧୂମାଭଟା ଓ ଘନାମାଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ
Read More...

ପ୍ରାଚୀନ ସାହିତ୍ୟକୁ ନୂତନ ସାମାଜିକ ରୂପ ଦେବାରେ ସିଦ୍ଧହସ୍ତ ଗଙ୍ଗାଧର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପରିଷଦର କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତିଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ତଥା ଗ୍ରାସୀମ କମ୍ପାନୀର ସିନିଅର ଟେକ୍ନିକାଲ ଆସୋସିଏଟ୍‌ ବସନ୍ତ କୁମାର ସାହୁଙ୍କ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବ୍ରେନ ଷ୍ଟ୍ରୋକରେ ଅକାଳ
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଯୁବ ଚେତନା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଅଖିଳ ବିଶ୍ୱ ଗାୟତ୍ରୀ ବଲାଙ୍ଗିର ଜିଲ୍ଲା ଯୁବ ଚେତନା ଶିବିର ପୂର୍ବାହ୍ନ ଘ.୧୦ ରେ ଗାୟତ୍ରୀ ମନ୍ତ୍ର ସହିତ ପ୍ରାରମ୍ଭ କରାଯାଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ଯୁବା ଏକତ୍ରିତ ହୋଇଥିଲେ । ରାୟଗଡାଠାରେ ଆଗାମୀ ମାର୍ଚ୍ଚ ୨୯,
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର ଏହି ଶିବିରର ଉଦ୍‌ଘାଟନ କରିଥିଲେ । ସୂଚନା, ଶିକ୍ଷା,
Read More...

କପା କିଆରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଜୋରସୋର ତଦନ୍ତ ଜାରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଗତକାଲି କପା କିଆରିରୁ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ଜଣାପଡିଛି । ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠୁ ଆରମ୍ଭ କରି
Read More...

୫ ଫୁଟିଆ ନାଗସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବାସିନ୍ଦା ରବି ରୋହୀଦାସଙ୍କ ଘର ଭିତରେ ଏକ ୫ ଫୁଟ୍‌ ଲମ୍ବ ବିଶିଷ୍ଟ ନାଗସାପ ଥିବା ଘର ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପଲାଇନ ସହିତ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସଦସ୍ୟ ଗୋପ ନାଗଙ୍କୁ ରବିଙ୍କ ଘରେ ପହଞ୍ଚି ଉକ୍ତ ନାଗସାପକୁ
Read More...

ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିିବସ ସମାରୋହ

ଜିଲ୍ଲାର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ସଂଘର ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ
Read More...

ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଓ ପ୍ରଗତି ଶାଖା ତରଫରୁ ମାଗଣା କର୍କଟ ରୋଗ ପରୀକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଯେତେ ଉନ୍ନତି କରୁଛନ୍ତି ସେତିକି ସୁକୁମାରିୟା ଜୀବନ ମଧ୍ୟ ଅତିବାହିତ କରୁଛନ୍ତି । ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ମଧ୍ୟ ବଢୁଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସହର ଏବଂ ଆଖପାଖ ଅଞ୍ଚଳରେ ଥିବା କର୍କଟ ରୋଗୀ ତଥା ସନ୍ଦେହରେ ଥିବା
Read More...

ଗଣ୍ତାବାହାଲିରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ମହାସମାରୋହରେ ପାଳନ କରାଯାଇଛି । ସମାଜର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ
Read More...