Monthly Archives

July 2023

ଯୁବକଙ୍କୁ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଲକ ଖମାରି ଗାଁ ପଞ୍ଚାୟତ ବାବନପୁର ଗାଁ ପଥର କୁଆଁରୀ ନିକଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଖବର ମିଳିଛି । ସୁନ୍ଦର ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ । ଯୁବକଙ୍କୁ ଗୁରୁତର…
Read More...

ଲିଙ୍ଗରାଜ ଆଇନ ମହା ବିଦ୍ୟାଳୟରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ପ୍ରଚଳନ ଚାଲୁ କରିବା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟିର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକମାତ୍ର ନିର୍ଭରଶୀଳ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ପ୍ରଚଳନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ହୋଇଛି । ଆନୁଷ୍ଠାନିକ ଭାବେ ଗତକାଲି ବ୍ରହ୍ମପୁରର ଆମ୍ ଆଦ୍‌ମୀ…
Read More...

ସୁହୃଦ ସେବା ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁହୃଦ ସେବା ସଙ୍ଘ ତରଫରୁ ସେକ୍ଟର ୨୦ସ୍ଥିତ ବୈକୁଣ୍ଠ ଘାଟର ନଦୀ ପାର୍ଶ୍ଵରେ ଥିବା ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇ ଚାରାକୁ ସୁରକ୍ଷା ଦେବା ପାଇଁ ତାହାର ଚାରିପଟେ ଲୁହାର ବେଡା ମଧ୍ୟ ଦିଆଯାଇଛି । ବର୍ଷାର ପ୍ରତିକୂଳ ପାଗ ସତ୍ତ୍ୱେ ସେବା…
Read More...

ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ମହିଳା ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ ସାଇନିଂ କ୍ଲବ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଂଶୁପା ଦଳେଇ ତଥା ଶାନ୍ତିଲତା ବେହେରାଙ୍କ ଆବାହକତ୍ୱରେ…
Read More...

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ଵାରା ଉଦ୍‌ଘାଟିତ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଗୋକର୍ଣ୍ଣପୁର ଠାରେ ବହୁଦିନରୁ ପ୍ରତୀକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦ୍‌ଘାଟିତ ହୋଇ ଯାଇଛି । ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ ସମସ୍ୟା…
Read More...

ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଚିତ୍ରରେ ଆଦିବାସୀ କଳା ଓ ସଂସ୍କୃତିର ଝଲକ ଭୁବନେଶ୍ୱର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମଠାରେ ଗତ ୧୬ତାରିଖରୁ ଆରମ୍ଭ ହୋଇଛି ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ…
Read More...

ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଆର୍‌ଡିସି ଅଫିସ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆର୍‌ଡିସି ଅଫିସ ଘେରାଉ କରିଛନ୍ତି । ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି କୁହାଯାଇଛି । ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଆରଡିସି ଅଫିସ ଘେରାଉ କରାଯାଇଥିଲା ।…
Read More...

ଜାତୀୟସ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ସମ୍ମାନୀତ

ଗଞ୍ଜାମ ଜିଲ୍ଲାକୁ "ଭୂମି ସମ୍ମାନ"ରେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନୀତ ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ବହୁବାର ସୁନାମ ଆଣିଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ…
Read More...

କଡଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓ ଅଫିସ ଘେରାଉ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ ୫ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗ୍ରାମରେ ସ୍କୁଲ ଖୋଲାଯିବା ସହ…
Read More...