Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ଜୀବନ୍ତ ଦଗ୍ଧ

ଗୌଡପାଲି : କୋଇଲା ବୋଝେଇ ହାଇୱା ସହ ଗୁଟଖା ବୋଝେଇ ଟ୍ରକ୍ ଧକ୍କା । ଡ୍ରାଇଭର ଜୀବନ୍ତ ଦଗ୍ଧ । ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ବଡକୁଣ୍ଢେଇସରା ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ୫୩ନଂ ଜାତୀୟ ରାଜପଥ
Read More...

ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ

ଭୁବନେଶ୍ଵର : ଭୁବନେଶ୍ଵର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ରେଡ୍ ବେଳେ ୫୦୦ ଲିଟର ମଦ ଜବତ ହୋଇଛି । ଏହା ସହ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁଯାୟୀ, ସାଲିଆ ସାହି ବସ୍ତିରେ ଆଜି ଅବକାରୀ ବିଭାଗ, ଫ୍ଲାଇଂ ସ୍କ୍ଵାର୍ଡ ଏବଂ ମୈତ୍ରୀ ବିହାର ପୋଲିସ
Read More...

କାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଥାନା କଲେଜ ରୋଡ଼ରେ ଥିବା କାଳୀ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ହୁଣ୍ଡିରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏହା ସହ ମନ୍ଦିର ଷ୍ଟୋରରେ ପଶି ଏକ ଟ୍ରଙ୍କ ଚୋରି କରି ନେଇଛନ୍ତି । ଏଥିରେ କିଛି ସୁନା ଓ ରୁପା
Read More...

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ‘ଆସନ୍ତୁ ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ୱର ଗଢ଼ିବା’

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ପାଇଁ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ନିଜର ମତ ରଖିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁ ସମୟରେ ସହଯୋଗ କରି
Read More...

ମାଲକାନଗିରିରେ ପ୍ରବଳ ବର୍ଷା : ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି/କାଲିମେଳା : ମଙ୍ଗଳବାର ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି । ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ
Read More...

ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ

● ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ● ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱଗୁରୁ ଭାବେ ରୂପାନ୍ତରିତ କରିବ : ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ● ଭୁବନେଶ୍ୱରରେ ଏନଇପି-୨୦୨୦କୁ ନେଇ ମିଳିତ ସାମ୍ବାଦିକ
Read More...

ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏସ୍‌ପିଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ କଂଟାବାଂଜିରେ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ସଦସ୍ୟମାନେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ବଲାଙ୍ଗିର
Read More...

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ଓ ସୁରଜ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵରଠାରେ ଯୁବ କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ଓଡ଼ିଶା ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ୫୨୫୮ ଭୋଟ ପାଇ ବିଜୟୀ ହୋଇଛନ୍ତି । ଓବିଶି ବର୍ଗର
Read More...

ଜାଗା ମିଶନ ବିଷୟରେ ଲୋକଙ୍କୁ ଅବଗତ କରାଇଲେ ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ସର୍ବ ବୃହତ୍ ଯୋଜନା ହେଉଛି ଜାଗା ମିଶନ । ଏହି ଜାଗା ମିଶନ କଣ, ଲୋକ କିପରି ଏହି ମିଶନ ଅନ୍ତର୍ଗତ ଜାଗା ଖଣ୍ଡିଏ ପାଇ ପାରିବେ, ଆବେଦନ ଠାରୁ ନେଇ ଘର ତିଆରି ପର୍ଯ୍ୟନ୍ତ କଣ କଣ କରିବାକୁ ପଡ଼ିିବ, ଏ ସମସ୍ତ ବିଷୟରେ ଏକ ସଭା ସ୍ଥାନୀୟ
Read More...

ବରତୁଣ୍ତା ଓ ଜାମସେଠ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ନିରବତା ପରେ ବରତୁଣ୍ତା, ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଓ ବରତୁଣ୍ତା ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଆରଡି ବିଭାଗ ଅଧୀନରେ ଥିବା ବୁଲାଣି
Read More...