Daily Archives

ଜ୍ୱେଏଲ୍ ଅଫ ଓଡ଼ିଶା ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ରଞ୍ଜନ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳର ଚର୍ଚ୍ଚିତ ଚେହେରା ଯୁବ ସମାଜସେବୀ ରଞ୍ଜନ ପଣ୍ଡା ଆଜି ଭୁବନେଶ୍ୱରରେଠାରେ ପ୍ରତିଦିନ ଟିଭି ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ "ଜ୍ୱେଏଲ୍ ଅଫ ଓଡ଼ିଶା" ସମ୍ମାନରେ ସମ୍ମାନିତ ହୋଇଛନ୍ତି । ହିନ୍ଦୀ ସିନେମା ତାରକା
Read More...

ଖଇର କାଠରେ ଭର୍ତ୍ତି ଏକ ଗାଡି ଜବତ କଲା କଣ୍ଟାବାଞ୍ଜି ବନ ବିଭାଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ଖଇର କାଠରେ ଭର୍ତ୍ତି ଏକ ଗାଡି ଜବତ କରିଛି କଣ୍ଟାବାଞ୍ଜି ବନ ବିଭାଗ । ସୂଚନା ଅନୁସାରେ ଗତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ କଣ୍ଟାବାଞ୍ଜି ରେଞ୍ଜର କର୍ମଚାରୀମାନେ କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ତୁରେକେଲା ବିଭାଗର ଗଦ୍‌ଗଦ୍‌ବାହାଲ୍‌ ଗ୍ରାମ ନିକଟରେ
Read More...

ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ସହରର ପିପି ଏକାଡେମୀ ଛକରୁ ଲକ୍ଷ୍ମୀନଗର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପିପି ଏକାଡେମୀ ଛକଠାରୁ ମହାଲକ୍ଷ୍ମୀ ନଗର ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୫୦୦ ମିଟର ଏହି ରାସ୍ତା ନିର୍ମାଣ ପାଇଁ ପଡାଲୋକେ ବହୁ ଦିନରୁ ଦାବୀ
Read More...

ଆଦର୍ଶ ଶିକ୍ଷକ ମଦନ ମୋହନ ରଥଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିଂଖମନର ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ଗତ ଜୁନ ୩୦ତାରିଖରେ ୨୯ ବର୍ଷ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏକ
Read More...

ନୂଆଦିଲ୍ଲୀରେ ୧୭ତମ ସମବାୟ କଂଗ୍ରେସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟ୍ର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ କଲେ ଶୁଭାରମ୍ଭ• “ସମବାୟ ଭାବନା ସବକା ପ୍ରୟାସର ବାର୍ତ୍ତା ଦେଇଥାଏ”• “ଚାଷୀଙ୍କୁ ଶସ୍ତା ଦରରେ ସାର ଯୋଗାଇ ଦେବା ଦ୍ୱାରା ଏକ ଗ୍ୟାରେଣ୍ଟୀ କିପରି ଯୋଗାଇ ଦିଆଯାଏ ଏବଂ
Read More...

୪ରେ ଲଘୁଚାପ, ୩ରୁ ଉପକୂଳ ଓ ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ୪ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)
Read More...

ଶସ୍ୟ ଅବଶେଷ ପରିଚାଳନା ନର୍ଦ୍ଦେଶାବଳୀକୁ ବଦଳାଇଲେ କେନ୍ଦ୍ର ସରକାର

ଉତ୍ପାଦନ ସ୍ଥାନଠାରୁ ବାହାରକୁ ନେଇ ଧାନର ନଡା, କୁଟା ଆଦି ଅବଶେଷକୁ ବିଭିନ୍ନ କାମରେ ଲଗାଯାଇପାରିବଏହି ନିଷ୍ପତ୍ତି ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଯେଉଁ ନଡା, କୁଟା, ଓ ଧାନର ଅବଶେଷ ବାହାରୁଛି, ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ଲଗାଇହେବ ନୂଆଦିଲ୍ଲୀ,
Read More...

ଜୁନ୍ ୨୦୨୩ରେ ୧,୬୧,୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ; ପୂର୍ବ ବର୍ଷ ତୁଳନାରେ ୧୨% ବୃଦ୍ଧି

• ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ• ଜିଏସଟି ଆରମ୍ଭ ପରଠାରୁ ଚତୁର୍ଥ ଥର ପାଇଁ ସକଳ ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଟପିଲା; କ୍ରମାଗତ ୧୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି
Read More...

ଅର୍ଜୁନପୁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା ।
Read More...

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ସେକ୍ଟର ୧୬ ଖଡିଆପଡା ଅଞ୍ଚଳ ପରିଦର୍ଶନରେ ଯାଇ ମା' ଭଉଣୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ
Read More...