Monthly Archives

June 2023

ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଏବଂ ‘ମୋ-ଡାକ ଟିକଟ’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଅଧିବକ୍ତା ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣିକା "ପ୍ରତିଭୂ" ଏବଂ 'ମୋ-ଡାକ ଟିକଟ' ଉନ୍ମୋଚିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ
Read More...

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଜଣାଶୁଣା ଯୁବ ଆଇନଜୀବୀ ଅଜିତ କୁମାର ଶତପଥିଙ୍କ ଆହ୍ୱାନ କ୍ରମେ ଭେଉଁରିଆ ଛକରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ ଓ ଶୋକ ପ୍ରାର୍ଥନା କରାଯାଇଥିଲା । ଏହି
Read More...

ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁଝାରୀପାଲି ନିବାସୀ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କୁ ଆଜି ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅବସରରେ ବରଗଡ଼ଠାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ୨୦୨୩ ମସିହାର ପ୍ରକୃତି
Read More...

ବାହାନଗାରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ତିନିଶହ ଯାତ୍ରୀ ପ୍ରାଣ ହରାଇବା କେବଳ ଓଡିଶା କାହିଁକି ସମଗ୍ର ବିଶ୍ୱକୁ ମ୍ରିୟମାଣ କରିଦେଇଛି । ଯାହା ପାଇଁ ସାରା ଭାରତ ବର୍ଷ ଏବଂ ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ପ୍ରାଣହାନୀ
Read More...

ୟୁଥ୍‌ ହଷ୍ଟେଲ ଓ ଭାରତୀୟ ସ୍କାଉଟ ଏବଂ ଗାଇଡ୍ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍‌ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ଓ ଭାରତୀୟ ସ୍କାଉଟ୍ ଏବଂ ଗାଇଡ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଏଣ୍ଡ ଗାଇଡ୍ ତଥା ୟୁଥ ହଷ୍ଟେଲର କର୍ମକର୍ତ୍ତା ଗଣ ଏହି
Read More...

ଟିଟିଲାଗଡ଼ ବ୍ୟାଙ୍କ ଛକ ଗଣେଶ ମନ୍ଦିର ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଲା ସଫଳତା : ୧୯୪୭୫୦…

ଟିଟିଲାଗଡ଼, (ସଂଜୟ କୁମାର ନେଏକ ) : ମେ ମାସ ୧୧ ତାରିଖ ସକାଳ ପ୍ରାୟ ସାଢେ ୮ଟାରୁ ୯ଟା ଭିତରେ ଟିଟିଲାଗଡ଼ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିରକୁ ନ୍ୟୁ ମେଡିକାଲ ଷ୍ଟୋରର ମାଲିକ ନବନିତ ଜୈନ ଦର୍ଶନ କରି ଆସିଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗ ଲୁଟି ନେଇ
Read More...

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀଠାରେ ସେବା ଶିବିର

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସେବା ଶିବିର କାର୍ଯ୍ୟକ୍ରମ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା.
Read More...

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଜୁନ ମାସ ୧ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି
Read More...

ପୁଣି ଏକ ରେଳ ଦୁର୍ଘଟଣା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ମାଲବାହୀ ଟ୍ରେନ ଭଟଲି ସମ୍ବରଦର୍ହା ନିକଟରେ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଉକ୍ତ ମାଲବାହୀ ଗାଡିଟି ଡୁଙ୍ଗୁରି ଚୁଁନପଥର ଖଣିରୁ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଆସୁଥିଲା ।
Read More...

ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଏବଂ ହରିଶଙ୍କର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ସକାଳ ୯:୩୦ ସମୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ଗୋଟିଏ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ
Read More...