Daily Archives

ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ ଆର୍ନ୍ତଜାତୀୟ ଦିବସ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମକୃଷ୍ଣ ଆଶ୍ରମ ମଟୋଗଣ୍ଡାଠାରେ ଥିବା ବିବେକାନନ୍ଦ ମେମୋରିଆଲ୍ ହଲ୍‌ଠାରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ମ.ରାମପୁରର ସୌଜନ୍ୟ ତଥା ଶ୍ରୀରାମକୃଷ୍ଣ ଆଶ୍ରମର ଆୟୋଜନ କ୍ରମେ ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ
Read More...

୧୦୬ ଜଣ ଚାଷୀଙ୍କୁ ବିରି ସହିତ ମକା ଓ ମୁଗ ଚାଷ ପାଇଁ ବିହନ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ କାର୍ଯ୍ୟାଳୟଠାରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଦ୍ଵାରା ତଥା ଆତ୍ମା କଳାହାଣ୍ଡିର ସହାୟତା କ୍ରମେ ଉର୍ଲ୍ଲାଦାନୀ ଗ୍ରାମ
Read More...

ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି ଯେ, ସରକାର ଚାଷୀଙ୍କ ଆୟ
Read More...

‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’

୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାରପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ମିଳିବ ସମୟୋପଯୋଗୀ ପ୍ରୋତ୍ସାହନଓଡ଼ିଶା ପାଇଁ ୪ ହଜାର ୫୨୮ କୋଟି ଟଙ୍କା ମଞ୍ଜୁର ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ
Read More...

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ବସ ଦୁର୍ଘଟଣା ଜନିତ ପ୍ରାଣହାନିକୁ ନେଇ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷଣା କଲେ ଅନୁକମ୍ପାମୂଳକ ସହାୟତା ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ବସ ଦୁର୍ଘଟଣାଜନିତ ପ୍ରାଣହାନିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି
Read More...

ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ନିବାସୀ ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ର(୮୭)ଙ୍କ ଆଜି ଅପରାହ୍ଣ ସାଢେ ୨ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଧର୍ମପତ୍ନୀଙ୍କ ଆଜି ଦଶାହ ଚାଲିଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ଇହଲୀଳା ସମ୍ବରଣ କରିଛନ୍ତି ।
Read More...

ପଦ୍ମପୁରରେ ବର୍ଷା ପାଇଁ ନାହିଁ ନଥିବା ଅସୁବିଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦୀର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ସ୍ଥିତି ବେହାଲ ରହିଛି । ଭୋରରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ସମେତ ତଳି ଅଞ୍ଚଳ ଜଳମଗ୍ନ
Read More...

ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ବେଲୁର୍ ଗାଆଁର ମାନସ ମାଝୀ ପାଇଲେ ସ୍ଵର୍ଣ୍ଣ ପଦକ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ୬୯ତମ ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାର ସବ୍‌ ଜୁନିଅର ବିଭାଗରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୋଛା ଡେଙ୍ଗେନ ପଞ୍ଚାୟତର ବେଲୁର୍‌ ଗାଁର ମାନସ ମାଝୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି
Read More...

ଅଠରଗଡ ଗୋଁଣ୍ତ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ଅଖିଳ ଭାରତୀୟ ଗୋଁଣ୍ତ ସମାଜରୁ ପୁରେନା ସର୍କଲ ଶୁକଦେବ ମାଝୀ, ମଦନ ଭୋଇ, ଦୁର୍ଯ୍ୟୋଧନ ପୁଟା, ସୁବ୍ରତ ଦିୱାନ, ଦଶରଥ ନେତାମ, ପ୍ରଭୁନନ୍ଦ ଧରୁଆ, ଭୋଜରାଜ ଧରୁଆ, ତୁର୍ଲା ସର୍କଲରୁ ଭୋଲାନାଥ ଜଗତ, ଭୈଷାଦର୍ହା ସର୍କଲରୁ
Read More...

୫ଟି ସଚିବଙ୍କ ବରଗଡ଼ ଗସ୍ତକୁ ନେଇ ଗର୍ଜିଲେ ସାଂସଦ ସୁରେଶ ପୂଜାରୀ

ବରଗଡ଼, (ନିରୋଜ କୁମାର ପାଣୀ) : ୫ଟି ସଚିବଙ୍କ ବରଗଡ଼ ଗସ୍ତ, ସେଥିରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଗସ୍ତ ନିୟୋଜନ କରିବା ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଆଜି ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ ।
Read More...
error: Content is protected !!