Daily Archives

ବଢ଼ୁଛି ଜଳସଙ୍କଟ : କୂଅ, ପୋଖରୀ, ନଦୀରେ ନାହିଁ ପାଣି, ଯନ୍ତ୍ରଣା ଭୋଗୁଛନ୍ତି ପଶୁପକ୍ଷୀ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳସଂକଟ ଦେଖାଯାଇଛି । ଖରା ବଢ଼ିବା ସାଙ୍ଗକୁ ନଈନାଳ ସବୁ ଶୁଖି ଯାଇଛି । ଶୁଖିଲା ହୋଇପଡିଛି ଅଙ୍ଗନଦୀ । ଆଗଲପୁର (ଡୁଡୁକା) ବ୍ଲକରେ ୨୦ଟି ଗ୍ରାମ ପଂଚାୟତ ରହିଥିବା ବେଳେ ୧୦୮ଟି ରାଜସ୍ୱ
Read More...

ବସ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ

ସାଲେଭଟା, (କେପିଏନ୍‌ଏସ୍‌) : ବସ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର ବକଟି ଗ୍ରାମର ମହେନ୍ଦ୍ର ମିସ୍ତ୍ରୀ ଓ ଲାଦେରବାହାଲ ଗ୍ରାମର ସୁଭମ୍‌ କୌଣସି କାମରେ ଯାଉଥିବା ବେଳେ ଏକ ବସ୍‌ ସହ
Read More...

କୁଟାସିଂହା ଗ୍ରାମରେ ମଦ ସହ ମହୁଲ ପୋଚ ଜବତ : ୨ ଗିରଫ

ଅଭୟାକାଳୀ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା ମଦ ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର କୁଟାସିଂହା ଗ୍ରାମରେ ମଦ ସହ ମହୁଲ ପୋଚ ଜବତ ଘଟଣାରେ ୨ ଜଣଙ୍କୁ ଅବକରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଗତ କିଛିବର୍ଷ ହେଲା ଲୋଇସିଂହା
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

କଟକ : ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ଦିନ ୧୧ଟାରେ ଫଳ ପୁସ୍ତିକା ଉନ୍ମୋଚିତ ହେବ । ୧୨ଟାରୁ orissaresults.nic.inରେ ଉପଲବ୍ଧ ହେବ ଫଳ । ଜୁନ୍‌ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ଏବର୍ଷ
Read More...

ଗଞ୍ଜାମ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ଥାନାରେ ୨ଟି ମାମଲା ରୁଜୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଚାଲିଛି ଜୋର୍‌ ଜାର୍‌ ମୂଳକ ତାର୍‌ । ଉନ୍ନତିମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ ଯାଇ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଏନ୍‌ଏସି ଇଓଙ୍କ କାର୍ଯ୍ୟାଳୟରେ ପଶି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ
Read More...

ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା
Read More...