Daily Archives

ରାଜସ୍ଥାନରେ ଅସୀମ କରାଟେ ଏକାଡେମୀର ବଡ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜସ୍ଥାନ ଜୟପୁର ସ୍ଥିତ ସ୍ୱାଇ ମାନସି ଷ୍ଟାଡିୟମରେ ଗତ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ସଫଳତା ହାସଲ
Read More...

ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍‌ପ ଡେସ୍କ୍ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ "ହଲିଡେ ହୋମ୍‌ୱର୍କ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍‌ପ
Read More...

୫ ଯାଏ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
Read More...

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କର ଶୀତଳଷଷ୍ଠୀ ପାଇଁ ନୂତନ ମୂର୍ତ୍ତୀ ପ୍ରତିଷ୍ଠା ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ପୁରୁଣା ବସ୍ତି କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଶିବ ବାବାଙ୍କ ମନ୍ଦିରରେ ଆସନ୍ତା ଶୀତଳଷଷ୍ଠୀ ପାଇଁ ଶୀତଳଷଷ୍ଠୀ କମିଟି, ପଦ୍ମପୁର ଦ୍ଵାରା ଆଜି ବାବା ଶିବ ଶଙ୍କର ଏବଂ ଜଗତ ଜନନୀ ମା' ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା
Read More...

ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଲେ ନରସିଂହ

ବିସ୍ଥାପିତଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନ ହେବା ଉପରେ ଦେଲେ ଗୁରୁତ୍ୱପୁର୍ନବାସ କଲୋନୀରେ ଶିକ୍ଷା, ବିଜୁଳି, ପାନୀୟ ଜଳ ଶୀଘ୍ର ସୁନିଶ୍ଚିତ କରୁ ପ୍ରଶାସନ : ନରସିଂହ ବଲାଙ୍ଗିର, (ନିପ୍ର) : ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି
Read More...

ଖପ୍ରାଖୋଲ ପୁଲିସକୁ ବଡ ସଫଳତା : ବିପୁଳ ପରିମାଣର କଫ୍‌ ସିରପ ସହ ୫ ଜଣ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ବେଆଇନ କଫ୍‌ ସିରପ କାରବାର ନିୟନ୍ତ୍ରଣ ଦିଗରେ ଖପ୍ରାଖୋଲ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ୬୩୯ ବୋତଲ କଫ୍‌ ସିରପ ସହ ୨ଟି ଦାମୀ କାର୍‌ ଏବଂ ୨ଟି ବାଇକ୍‌ ଖପ୍ରାଖୋଲ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ବେଆଇନ କଫ୍‌ ସିରପର ଚୋରା
Read More...

ଭୁଷୁଡି ଗଲା ବ୍ରିଟିଶ ଅମଳର ଇଚ୍ଛାପୁରର ପୁରୁଣା ବ୍ରିଜ

ଇଚ୍ଛାପୁର-ପାତ୍ରପୁର ମଧ୍ୟରେ ଗମନାଗମନରେ ଠପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଧୀନସ୍ଥ ଇଚ୍ଛାପୁରମ ମଣ୍ଡଳର ଲଦପୁଟୀ ନିକଟରେ ଥିବା ବ୍ରିଟିଶ ଅମଳର ବହୁ ପୁରୁଣା ବ୍ରିଜ ଭୁଷୁଡ଼ି ଭାଙ୍ଗିଯାଇଛି । ଫଳରେ ଗଞ୍ଜାମ ଜିଲ୍ଲାର
Read More...

ଐତିହାସିକ ଅନ୍ୟତମ ଗଣପର୍ବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଠାକୁରାଣୀଯାତ୍ରା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଅନ୍ୟତମ ଗଣପର୍ବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଠାକୁରାଣୀଯାତ୍ରା ଏକ ଅଲୌକିକ ଶକ୍ତି ପରମ୍ପରାର ମହକ ନେଇ ଦେବୀଙ୍କ ଆଗମନ ହୋଇଛି । ଦକ୍ଷିଣ ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଶାକ୍ତଧର୍ମର ଏହି ମହନୀୟ ପରମ୍ପରା ଭିତ୍ତିକ ଠାକୁରଣୀ
Read More...

କାର୍ ସହ ଗଞ୍ଜେଇ ଜବତ : ୨ ଗିରଫ

ସୋନପୁର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆଜି ସୋନପୁର ଅବକାରୀ ବିଭାଗ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଅନ୍ତର୍ଗତ ଟଙ୍ଗରପାଲି (ନାଗେନପାଲି) ଗ୍ରାମର ସୁନୀଲ ସାହୁ(୩୧) ଏବଂ ଖଳିଆପାଲି ଗ୍ରାମର
Read More...

ବିଧାୟକଙ୍କ ଆରୋପ ପରେ ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ପରିଷଦ ଉପରେ ଅନିୟମିତତା ଆରୋପ ଲଗାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ପୌର ପରିଷଦରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜେଟ ମଞ୍ଜୁର ହେବା ନିହାତି ଜରୁରୀ ଥିବା ବେଳେ ବଲାଙ୍ଗିର ପୌର
Read More...