Monthly Archives

March 2023

କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ନାବାର୍ଡ ସହାୟତାରେ ମାଣ୍ଡିଆ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍‌କୁ ଧକ୍କା ଦେଲା କାର୍, ୫ ଆହତ

ସାକ୍ଷୀଗୋପାଳ : ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍‌କୁ ଧକ୍କା ଦେଲା କାର୍ । ମଙ୍ଗଳବାର ସକାଳେ ସାକ୍ଷୀଗୋପାଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଅଞ୍ଚଳର
Read More...

ଆର୍ମି ଏୟାର ଡିଫେନ୍ସ କଲେଜରେ ଅଗ୍ନିବୀର ସେନାରେ ନିୟୋଜିତ ଦ୍ୱିତୀୟ ବ୍ୟାଚ୍‌ଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିରକ୍ଷା ସେବାରେ ଅଗ୍ନିଭର୍ସ ଇଣ୍ଡେକ୍ସନ୍ ଭାରତର ପ୍ରତିରକ୍ଷା ବାହିନୀ ଇତିହାସରେ ଏକ ସଫଳତା ହାସଲ କରିଛି । ନୂଆ ବର୍ଷର ଅଗ୍ନିବୀର ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣର ଶୁଭାରମ୍ଭ ସହିତ ପ୍ରାରମ୍ଭିକ ଦୁଇ ମାସ ଏକ ଭବିଷ୍ୟତ ପାଇଁ ଅନେକ ସକରାତ୍ମକ
Read More...

ଆଗଲପୁର ଫାଣ୍ଡି ଥାନା ହେଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଫାଣ୍ଡିକୁ ଥାନାରେ ଉନ୍ନିତ କରାଗଲା, କିନ୍ତୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ହେତୁ ନୂତନ ଥାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହାଇଛି । ଥାନା ହେବାପରେ ଅଞ୍ଚଳର ଆଇନ ଶୃଙ୍ଖଳା ଦିଗରେ ପୁଲିସ ଅଧିକ ସକ୍ଷମ ଓ
Read More...

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର ରେଡକ୍ରସ୍‌ ପ୍ରଶିକ୍ଷଣ ଓ ତାଲିମ ଶିବିର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ ସରକାରୀ ବିଜୟାନନ୍ଦ ହାଇସ୍କୁଲଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ମାରୱାଡ଼ି ସମ୍ପ୍ରଦାୟର ହୋଲି ଦହନ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ହୋଲି ଦହନ କାର୍ଯ୍ୟକ୍ରମ ଆଜି ବି ବଞ୍ଚି ରହିଛି । ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ହୋଲି ଦହନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ମଧ୍ୟ ରାତ୍ରିରେ ସମ୍ପ୍ରଦାୟର ବହୁ ଯୁବକ, ପୁରୁଷ ଓ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ଭାଗ୍ୟ ଧରଚିନ୍ଦା
Read More...

ଝାଂକ୍ରିପାଲି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଝାଂକ୍ରିପାଲି ଗ୍ରାମ ମହାମନ୍ତ୍ର ନାମଯଜ୍ଞରେ କମ୍ପି ଉଠିଛି । ପ୍ରଥମେ ଝିଅ ଓ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା କରି ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିରରେ ସ୍ଥାପନ କରି ମହାମନ୍ତ୍ର ଆରମ୍ଭ ହୋଇଥିଲା । ଏଥିରେ
Read More...

ଗରିବ ମଙ୍ଗଲୁ ଖର୍ସେଲ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହେବେ କେବେ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଗ୍ୟ ହିତାଧିକାରୀମାନେ କଳେ ବଳେ କଉଶଳେ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହୋଇ ମଜା ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ସରକାରଙ୍କ ଏହି ଯୋଜନାରୁ ବଂଚିତ ହେଉଥିବା ଭଳି ଅଭିଯୋଗର ଲମ୍ବା ଲାଇନ୍‌ ଲାଗିଛି । ଏହି କ୍ରମରେ ଗତକାଲି ଜଣେ ଗରିବ ବ୍ୟକ୍ତି
Read More...

ଆସନ୍ତା ୯ରେ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ ।
Read More...