Monthly Archives

March 2023

ପାଟଲିପଡା ଜଳେଶ୍ବର ବାବା ମନ୍ଦିରରୁ ଚୋରି ଅଭିଯୋଗ

ମନମୁଣ୍ଡା : ମନମୁଣ୍ଡା ଥାନା ପାଟଲିପଡା ଜଳେଶ୍ବର ବାବା (ଶିବ) ମନ୍ଦିରରୁ ମଙ୍ଗଳବାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମନ୍ଦିରର ତାଲା ଭାଙ୍ଗି ପିତ୍ତଳର ହରଗୌରୀ ମୂର୍ତ୍ତି ୨ ଟା, ପିତ୍ତଳ ଗଡୁ ୩ ଟା, ପିତ୍ତଳ ଥାଳି ୪ ଟା, ଘଣ୍ଟ ୩ ଟା, ଶଙ୍ଖ ଗୋଟାଏ, ପିତ୍ତଳ ଗାମଲା…
Read More...

ହରିଣ ମାଂସ ଜବତ, ୧ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରୁ ହରିଣ ମାଂସ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ନିକଟବର୍ତ୍ତୀ ଦ୍ୱାରସୁଣୀ କଣ୍ଟିକାଣୀ ସାହିର…
Read More...

ଟିପ୍ପର ଧକ୍କାରେ ୬ ମଇଁଷି ମୃତ

ମାଲକାନଗିରି : ମାଲକାନଗିରି ମୋଟୁ ୩୨୬ ନଂ ଜାତୀୟ ରାଜପଥ ଉପରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ୍ୟୁ ଘଟିଛି । ଏଥି ସହ ୨ ମଇଁଷି ଗୁରୁତର ଆହତ ହୋଇଛି । ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ ଟିପ୍ପର ଧକ୍କାରେ ମଇଁଷି ପଡିଥିବା…
Read More...

କେନ୍ଦୁଝରର କଣ୍ଢେଇ ନାଚର ସାଧକ ମାଗୁଣି କୁଅଁର ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କଲେ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କୁ ପଦ୍ମ…
Read More...

ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିବା ବେଳେ ଜଣେ ସନ୍ଦିଗ୍ଧ ଶିକାରୀ ରୋହିଦାସ ଟୁଡୁ (୩୫)ଙ୍କୁ ବନ୍ୟପ୍ରାଣୀ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ୨୧ ତାରିଖ ଅପରାହ୍ଣରେ ଉପର ବାରହାକାମୁଡା ବନାଞ୍ଚଳରେ କୁକୁର ଭୋକିବା କାରଣରୁ ପେଟ୍ରୋଲିଂ କରୁଥିବା ଟିମ…
Read More...

ଡ୍ରାଇଭର ଓ ହେଲପରକୁ ବାନ୍ଧି ହାଇୱା ଗାଡି ଲୁଟ୍ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଓଭରବ୍ରିଜ ନିକଟରୁ ମଙ୍ଗଳବାର ରାତିରେ ଏକ ହାଇୱା ଗାଡ଼ି ଲୁଟ୍ ହୋଇଥିବା ନେଇ ଗାଡ଼ିର ଡ୍ରାଇଭର ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜ୍ୟୋତିପୁର ଗ୍ରାମର ଡ୍ରାଇଭର ସନୁ ନାଏକ ପ୍ରତିଦିନ ଭଳି ମଙ୍ଗଳବାର ରାତି ପ୍ରାୟ…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳ ଛାତ୍ରୀ, ବିଭାଗର ମହିଳା କର୍ମଚାରୀ ଓ…
Read More...

ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ଚାଲୁ ରହିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡ) : ମା' ବୁଢ଼ି ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଛାମୁଣ୍ଡିଆ ନିର୍ମାଣ ପାଇଁ କାଠ ପହଞ୍ଚିଛି । ଦେଶୀବେହେରାଙ୍କ ତରଫରୁ ଅସ୍ଥାୟୀ ମଣ୍ଡପ ଏବଂ ସମ୍ମୁଖ ଏକ ବଖରା ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଚାଲୁ…
Read More...

୨୬ରେ ମୁଖ୍ୟମନ୍ତ୍ରୀଙ୍କ ୫ ଘଣ୍ଟିଆ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ୧୦ ମାସ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାକୁ ପୁଣି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ ତାରିଖରେ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରଠାରେ ସେ ୩ଟି ସମାବେଶରେ ଯୋଗ ଦେବେ ।…
Read More...

‘ଇ-ନାମ’ ମଣ୍ଡି ମାଧ୍ୟମରେ ଅନ୍ତଃରାଜ୍ୟ ବାଣିଜ୍ୟ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚାଷୀ ହସିଲେ ଦେଶ ହସିବ । ଏହି ଲକ୍ଷ ନେଇ ସରକାର ଚାଷୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ୬୬ ଗୋଟି ଇ-ନାମ ମଣ୍ଡିରେ ୨୦୯ ପ୍ରକାରର କୃଷିଜାତ ଦ୍ରବ୍ୟ ବିକ୍ରୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।…
Read More...