Daily Archives

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୩ ଗୁରୁତର

ଦାରିଙ୍ଗବାଡ଼ି : ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରମାନଙ୍କ ମଧ୍ୟରେ ରାତ୍ନୀ
Read More...

ସାଇବର ଠକେଇର ଶିକାର ହେଲେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି

ସମ୍ବଲପୁର : ସାଇବର ଜାଲରେ ଦୀପାଳି ଦାସ । ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ଜଣାପଡିଛି । ସାଇବର ଠକେଇ ହୋଇଥିବା ନେଇ ସମ୍ବଲପୁର ଅଇଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀପାଳି । ଅଇଠାପାଲି
Read More...

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ

କାବୁଲ : ପୁଣି ଥରିଲା ଆଫଗାନିସ୍ତାନ । ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଭୂମିକମ୍ପ ଯୋଗୁଁ କୌଣସି
Read More...

ବିଶ୍ୱ ମହିଳା ଦିବସର ଉଦ୍‌ଯାପନୀ ଉତ୍ସବରେ ଆସିକା ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ସପ୍ତାହବ୍ୟାପି ବିଶ୍ୱ ମହିଳା ଦିବସ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱ ମହିଳା ଦିବସର ଉଦ୍‌ଯାପନୀ ଭବ୍ୟ ସମାରୋହରେ ମହିଳା ନେତ୍ରୀ ତଥା ଆସିକା ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ
Read More...

ବିଜେଡିରେ ସାମିଲ ହେଲେ ବଙ୍ଗୋମୁଣ୍ଡାର ବିଜେପି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡିର କାର୍ଯ୍ୟ ଧାରାରେ ବିଶ୍ୱାସ ରଖି ଅନ୍ୟ ଦଳର ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହେଉଥିବା ବେଳେ ବଙ୍ଗୋମୁଣ୍ଡାର ବିଜେପି ନେତା ବିନୋଦ ହୋଟେଲ ମାଲିକ ବିନୋଦ ପୁଟେଲ ଭାରତୀୟ ଜନତା ପାର୍ଟି ଛାଡି କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଜେଡି
Read More...

ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟଲାଗଡ ରୋଡ ନିକଟସ୍ଥ ପେଲେସ ଲାଇନରେ ଥିବା ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି ବା ରଙ୍ଗର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ ପାଳିତ ହୋଇଛି ହୋଲି । ଏହି ଅବସରରେ ଅବିର ଓ
Read More...

ଘୋର ଅବ୍ୟବସ୍ଥା ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସେବା : ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ବର୍ତ୍ତମାନ ଘୋର ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖାଦେଇଛି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଶୁ ସମ୍ପଦର ସୁରକ୍ଷାକୁ ନେଇ ବିଗତ ବର୍ଷ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ
Read More...

ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ତୁରୁମୁଙ୍ଗା : ହୋଲିରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଚୋରମାନେ ପାଟଣା ବ୍ଲକର ଧରୁଆପଡ଼ାରେ ଥିବା ଏକ ଫିନୋ ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ, ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଧରୁଆପଡ଼ା ଛକ ନିକଟରେ ଶରତ
Read More...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ

ମନମୁଣ୍ଡା : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଛି । ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା
Read More...

୩୦୧ କେଜି ଗଞ୍ଜେଇ ଜବତ

ସାନଖେମୁଣ୍ଡି : ଗୋବିନ୍ଦପୁର ପଞ୍ଚାୟତ କୃଷ୍ଣପୁର ଓ ବୁରେଇ ପାହାଡ ଗ୍ରାମର କିଛି ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଖବର ପାଇ ପାଟପୁର ପୋଲିସ ଚଢାଉ କରି ୩୦୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି
Read More...