Daily Archives

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ଚେତନାରେ ପର୍ଯ୍ୟବେଶିତ ଏହି ଗଣପର୍ବ ହୋଲି ଓ ଦୋଳ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଦୋଳ ଶୋଭାଯାତ୍ରା
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଦିବାସୀ ବିକାଶ ସମନ୍ୱୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦିକା ଦମୟନ୍ତୀ କୁମୁରା ସଭାପତିତ୍ୱ କରିଥିଲେ । ଭୁବନ ନାୟକ ମୁଖ୍ୟ
Read More...

କଂଟାବାଂଜି ସିଭିଲ କୋର୍ଟ ପରିସରରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଶୁକ୍ରବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗତ ତା.୮.୦୩.୨୦୨୩ ବୁଧବାର ଓ ଗୁରୁବାର ଦୁଇ ଦିନ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ଥିବାରୁ ଶୁକ୍ରବାର ଦିନ ଏହି ଦିବସ ପାଳିତ ହୋଇଛି ।
Read More...

ଝାରମୁଣ୍ଡାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନିଷ୍ଟାଡ଼ିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ଓ ସର୍ବୋଦୟ ୱେଲଫେୟାର ସୋସାଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସୋସିଏସନ୍‌ ସଭାପତି
Read More...

ଗଞ୍ଜାମ ଜିଲ୍ଲା ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ଅନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌.ଏ.ସି. ଅନ୍ତର୍ଭୂକ୍ତ ରିକାପଲ୍ଲୀ କଲ୍ୟାଣ ମଣ୍ଡପଠାରେ ଅନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ସମାଜକୁ ଆଗକୁ ବଢ଼ିବାରେ ମହିଳାମାନଙ୍କ ଦାୟିତ୍ୱ,
Read More...

ଡେଲାଙ୍ଗରେ ୧୧୮୬ ଜଣ ହେଲେ ମାଟ୍ରିକ ପରୀକ୍ଷା, ୩୫ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ଶିକ୍ଷା ପକ୍ଷରୁ ଆଜି ସାରା ଓଡ଼ିଶାରେ ମାଟ୍ରିକ ସମ୍ମେଟିଭ୍ ଆସେସ୍‌ମେଣ୍ଟ -୨ ପରୀକ୍ଷା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମୋଟ ଆଠଟି କେନ୍ଦ୍ର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ୍ ବଜାର୍, ସରକାରୀ ଉଚ୍ଚ
Read More...

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ବଲାଙ୍ଗିର ଦ୍ଵାରା ଆୟୋଜିତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧ ଓ ୧୨ ଦୁଇଦିନ ଧରି ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ୩୪ତମ ଓଡିଶା ଷ୍ଟେଟ ସବଜୁନିୟର କ୍ୟୁରୋଗୀ (ଫାଇଟ) ଓ ଷଷ୍ଠ ପୁମସେଇ ଏବଂ ଷଷ୍ଠ କେଡେଟ ଖୀରୋଗୀ ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ
Read More...

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ଆଜି ମହାଖଳାରେ ଅନୁକୂଳ ହେବ ରଥ କାଠ

ଭୁବନେଶ୍ୱର : ଶୁକ୍ରବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ନିର୍ମାଣ ପାଇଁ ରଥ ମହାଖଳାରେ ରଥ କାଠ ବିଧିମତେ ଅନୁକୂଳ ହେବ । ଏହି ଉତ୍ସବରେ ମହାରଣା ସେବାୟତଙ୍କ ସମେତ ଅନ୍ୟାନ୍ୟ ନିଯୋଗର ସେବାୟତମାନେ ସାମିଲ ହେବେ । ରଥ ପାଇଁ ଗୋଟା ଅନୁକୂଳ ହେବା ପରେ ଅବଶିଷ୍ଟ ୮ଟି କାଠ ଗଣ୍ଡି ଚିରା ହେବା
Read More...

ବୋରୱେଲ ଗାଡିକୁ ଧକ୍କା ଦେଇ ଅଜଣା ଗାଡି ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରୋଡ୍‌ ସ୍ଥିତ ଗାନ୍ଧୀନଗରପଡା ନିକଟରେ ବୋରୱେଲ ଗାଡିକୁ ଧକ୍କା ଦେଇ ଅଜଣା ଗାଡି ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ସହର ଶାନ୍ତିପଡାରୁ ଗାନ୍ଧୀନଗରପଡାକୁ
Read More...