Daily Archives

ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅର୍ନ୍ତଗତ ତାଲାକୋଟ ଗ୍ରାମର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଥିବା ଏକ ଭିଡିଓ ଘୁରି ବୁଳୁଛି । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବାର ଜଣାପଡିଛି । ସେମାନେ ହେଲେ ଲଛମନି ମାଝି, ଝଳସାଏ ମାଝି,
Read More...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସହ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତମାନେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ୨ ଜଣ
Read More...

୧୮ କୁଇଣ୍ଟାଲ ଗଞ୍ଜେଇ ସହ ବାଇକ୍ ଜବତ, ୨ ଗିରଫ

ମନମୁଣ୍ଡା : ମନମୁଣ୍ଡା ରେଞ୍ଜ ଶଗଡା ସେକ୍ସନ ସିଗାଡି ଜଙ୍ଗଲ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ମନମୁଣ୍ଡା ପୁଲିସ ଚଢାଉ କରି ୧୮ କୁଇଣ୍ଟାଲ ୨୦ କେଜି ଗଞ୍ଜାଇ ସହ ଏକ ବାଇକ ଜବତ କରିଛି । ଏଥିସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମନମୁଣ୍ଡା
Read More...

ଛତ୍ରପୁରରେ ଦୋଳ ଗୋବିନ୍ଦଙ୍କ ବିଜୟ ଯାତ୍ରା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ପାରମ୍ପରିକ ଐତିହାସିକ ଦୋଳଯାତ୍ରା ସମ୍ପନ୍ନ ହୋଇଯାଇଛି । ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ପଞ୍ଚଦୋଳ ବିମାନରେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ଚଳନ୍ତି ପ୍ରତିମା ବିଜେ କରିଥିଲେ । ନାନା ପୂଜାର୍ଚ୍ଚନାର ସହ ଦୋଳଗୋବିନ୍ଦଙ୍କ ଯାତ୍ରା
Read More...

ସରିଲା କ୍ୟାବିନେଟ ବୈଠକ : ୧୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।
Read More...

ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରବଚନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପ୍ରସିଦ୍ଧ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ଦୋଳଗୋବିନ୍ଦଙ୍କ ପାରମ୍ପରିକ ଝୁଲଣ ଯାତ୍ରା, ସନ୍ଧ୍ୟା ଆରତୀ, ବେଢ଼ା ପରିକ୍ରମଣ ଆଦି ଅନୁଷ୍ଠିତ ହେବାପରେ ଅତିଥି ଦେବ ଭାବେ ଯୋଗ ଦେଇଥିବା
Read More...

ଆଜି ରାଉରକେଲା ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ

ଉଦ୍‌ଘାଟନ କରିବେ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜିିଠୁ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ
Read More...

ଚନ୍ଦନଭାଟିର ୧୦୮ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୩ ଦିନ ଧରି ଚନ୍ଦନଭାଟିର ସୁକତେଲ ନଦୀକୂଳରେ ଚାଲିଥିବା ୧୦୮ ପ୍ରହର ନାମଯଜ୍ଞ ୮ ତାରିଖ ବୁଧବାର ସକାଳ ୬.୦୦ ଘଣ୍ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି । ଏହି ଧର୍ମ ଯଜ୍ଞରେ ସତ୍ୟ ନାରାୟଣ ମେହେର ସସ୍ତ୍ରୀକ ନିଷ୍ଠାର ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ
Read More...

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

୩୨୧୮ ସେଣ୍ଟର୍‌ରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ କଟକ : ରାଜ୍ୟର ସବୁଠାରୁ ବଡ଼ ପରୀକ୍ଷା କୁହାଯାଉଥିବା ମାଟ୍ରିକ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ସମ୍ମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ୨୦ ତାରିଖ
Read More...