Daily Archives

ବାବା ଧବଳେଶ୍ଵର ପୀଠରେ ରାତି ୧ଟାରେ ଉଠିଲା ମହାଦୀପ

ଚୌଦ୍ୱାର : ଜାଗର ଯାତ୍ରା ପାଇଁ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା । ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରୁଦ୍ରାଭିଷେକ କରାଯାଇ ରାତ୍ର ୧୨ଟା ୩୦ରୁ ତୃତୀୟ ପ୍ରହରରେ ହରିହର ମିଳନ ପରେ ରାତି ୧ଟାରେ ମହାଦୀପ ଉଠିଥିଲା ।
Read More...

ଭୟାବହ ଅଗ୍ନିକାଣ୍ଡ : ଅଧଘଣ୍ଟାରେ ଜଳିଗଲା ଘର

ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଧଘଣ୍ଟାରେ ଜଳିଗଲା ଘର । ସୂଚନା ମୁତାବକ, ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପ୍ରତାପପୁର ଗାଁର ଗୁନି କୁଅଁରଙ୍କ ଚାଳ ଘରଟି ହଠାତ ଜଳି ଉଠିଥିଲା । ଶିବରାତ୍ରି ପାଇଁ ଗ୍ରାମବାସୀ ନିଜନିଜ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୁରାଧା ପୌଡ଼ୱାଲ

ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରକୁ ଭଜନ ପରିବେଷଣ ପାଇଁ ଆସିଥିବା ବଲିଉଡର ପ୍ରଖ୍ୟାତ ଗାୟିକା ଅନୁରାଧା ପୌଡ଼ୱାଲ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ…
Read More...

ଅଜଣାଗାଡ଼ି ଧକ୍କାରେ ଓଲଟିଲା ଅଟୋ, ୩ ମୃତ

ବନ୍ତଳା : ଶଙ୍ଖପୁର ଛକ ନିକଟରେ ଅଟୋକୁ ଧକ୍କା ଦେଲା ଅଜଣାଗାଡ଼ି । ଦୁର୍ଘଟଣାସ୍ଥଳରେ ଅଟୋ ଓଲଟି ପଡିବାରୁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଜବତ କରିବା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି ଦିନ ୩ଟା ସମୟରେ…
Read More...

ଡି. କର୍ଲାଖୁଣ୍ଟା ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୁମାଭଟା ଦଳ ଚାମ୍ପିୟନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡି. କର୍ଲାଖୁଣ୍ଟା ଠାରେ ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମ. ରାମପୁର ରାଜ ପରିବାରର ଯୁବ ଓ ଉଦିୟମାନ…
Read More...

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି । ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍‌ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ…
Read More...

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ହେବ ମରାମତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ତତ୍ପର ରହୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ…
Read More...

ବଲାଙ୍ଗିରରେ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩କୁ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସ୍ଥିତ ମାଇନିଂ ଅଫିସରେ ରାଜ୍ୟସ୍ତରୀୟ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଏହି ଚାମ୍ପିୟନସିପ୍‌କୁ ବଲାଙ୍ଗିର ମାଇନିଂ…
Read More...

କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକ…
Read More...

ପରଲୋକରେ ବିଶ୍ୱଜିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱଜିତ ନାୟକ (ବିଶୁ)ଙ୍କ ପରଲୋକ ଘଟଥିବା ଖବର ମିଳିଛି । ସ୍ୱର୍ଗତ ବିଶ୍ୱଜିତ ପୁର୍ବତନ ଟେକ୍ସ ଓକିଲ ସଂଘର ସଭାପତି ତଥା ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ହରିଶ ଚନ୍ଦ୍ର ନାୟକଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ପରଲୋକରେରେ ସାରା ଅଂଚଳରେ…
Read More...