‘ଶୂନ୍ୟ ସୀମନ୍ତିନୀ ରାଧା’ର ଇଂରାଜୀ ଅନୁବାଦ ଭୁବନେଶ୍ୱରରେ ଲୋକାର୍ପଣ
ବଲାଙ୍ଗିର, (କେପିଏନ୍ଏସ୍) : କବି ବିଜୟ କୁମାର ତ୍ରିପାଠୀଙ୍କ 'ଶୂନ୍ୟ ସୀମନ୍ତିନୀ ରାଧା'ର ଇଂରାଜୀ ଅନୁବାଦ RADHA : A SAGA OF BARREN BLISS ଇତି ମଧ୍ୟରେ ଓଡିଶାର ସ୍ୱନାମଧନ୍ୟ ବରିଷ୍ଠ କବି ଫନି ମହାନ୍ତିଙ୍କ କରକମଳରେ ଶୁଭ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଯାଇଛି । କବି ଫନି ମହାନ୍ତି!-->…
Read More...
Read More...