Monthly Archives

January 2023

ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ୱତନ୍ତ୍ର ଅଟେ । ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ
Read More...

ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଲା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗଙ୍କ ଚେଷ୍ଟା ବଳେ ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି । ବିଭିନ୍ନ ପ୍ରଜାତିର
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଯୁବକ ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗୁରୁବାର ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ କୁତମୁଣ୍ଡା ସ୍ଥିତ ନର୍ସରିରୁ ଭୋଜିଭାତ କରି ଫେରୁଥିବା ସମୟରେ ସମଲେଶ୍ଵର ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ପାଟଣାଗଡ଼ ଥାନା
Read More...

ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ପ୍ରସ୍ତୁତ ନାଟକ…

ଭୁବନେଶ୍ୱର, (ଶୁଶାନ୍ତ କୁମାର ସାହୁ) : ଆଜି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ପ୍ରସ୍ତୁତ ମଂଚସ୍ଥ ନାଟକକୁ ଉପଭୋଗ କଲେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ
Read More...

ସଇଁନ୍ତଲାରେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଆଲୋକ ଛକ ଠାରେ ଗତକାଲି ପୂର୍ବତନ ସରପଞ୍ଚ ଭୀମ ସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୪ର୍ଥ ବର୍ଷ ପାଇଁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ
Read More...

ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଶୁକ୍ରବାର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି । ସକାଳ ୬ରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ୫ଟି ରେଞ୍ଜ୍‌ରେ ପକ୍ଷୀଗଣନା ଚାଲିଛି । ୧୭ଟି ଟିମ୍‌ ଏହି ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ
Read More...

ମଦନପୁର ମଜଦୁର ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଜଦୁର ସଂଘ ମଦନପୁର, ଅଲାତରା ଓ ଗୋଛାଡେଙ୍ଗନ ଗ୍ରାମ ପଞ୍ଚାୟତର ମଦନପୁର ପେସ୍କ ଅଧୀନରେ ଥିବା ଧାନମଣ୍ଡିରେ ହେମାଳ ଭାବେ କାମ କରୁଥିବା ୩୬ରୁ ଅଧିକ ଶ୍ରମିକମାନେ ଗତକାଲି ଠୁ ବିଭିନ୍ନ ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ
Read More...

ଉପଜିଲ୍ଲାପାଳଙ୍କୁ ଗଞ୍ଜାମ ପ୍ରେସ୍‌କ୍ଲବ ତରଫରୁ ଅଭିନନ୍ଦନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ରବିବାର ଗଞ୍ଜାମ ପ୍ରେସ୍‌କ୍ଲବ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବାକୁ ଯାଉଛି । ପ୍ରେସ୍‌କ୍ଲବ ସଭାପତି ଶବର କୁମାର ତରାଇଙ୍କ ନେତୃତ୍ୱରେ ସମ୍ପାଦକ ବିଦ୍ୟାଧର ସାହୁ, ଉପଦେଷ୍ଟା ଉମାକାନ୍ତ ବେହେରା, ସହସମ୍ପାଦକ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ଖଲିଆପାଲି ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି ।
Read More...

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ
Read More...