Monthly Archives

January 2023

କବିତା : ଯାତ୍ରା

ହେମାଙ୍ଗିନୀ ଦାଶ ମିଠା ମିଠା ଦୁଇ ମୁଠାସ୍ୱପ୍ନକୁ ମୁଠାଇଧାଇଁ ଧାଇଁ କେତେଦୂର ଗଲିକେଜାଣି,ଅଣନିଃଶ୍ଵାସୀ ହେଇଥକ୍କା ମାରିଲା ବେଳକୁସଞ୍ଜ ଆସି ରତରତ ହେଲାଣି । ମୁଠା ଖୋଲିଲା ବେଳକୁଶୂନ୍ୟତାରେ ଭରିଥିଲାଦୁଇ ହାତ,ଫେଲ୍‌ ମାରିଥିଲାଜୀବନର ଯାବତୀୟ ଗଣିତ । ମୁଠା ଦୁଇ ଏବେଏକଦମ୍‌
Read More...

ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ : “ଉଦିଆଁ” ସମ୍ବଲପୁରୀ…

ଝାରସୁଗୁଡା, (କେପିଏନ୍‌ଏସ୍‌) : ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନଠାରେ ଗତକାଲି ଅପରାହ୍ନ ୩ଟାରେ ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ମହାସମାଗମରେ ସମାପନ ହୋଇଯାଇଛି । ଏହି ଅବସରରେ "ଉଦିଆଁ" ସମ୍ବଲପୁରୀ ସାହିତ୍ୟ ପତ୍ରିକାର ୧୮ ନଂ ସଂଖ୍ୟା
Read More...

କୁଲତା ସମାଜ ବଲାଙ୍ଗିରର କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଭଗବତୀନଗର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସୁରଥ ପଧାନଙ୍କ ସଭାପତିତ୍ୱରେ ଏକ ଘରକୁ ସମାଜର କାର୍ଯ୍ୟାଳୟ ଭାବରେ ଉଦ୍‌ଘାଟନ କରିବା ସହିତ ନୂତନ ବର୍ଷ ନିମନ୍ତେ ସମାଜର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା
Read More...

ବିବେକାନନ୍ଦ ଜୟନ୍ତୀରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୦.୩୦ମି. ସମୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ସମନ୍ୱୟ ସମିତି ଗାୟତ୍ରୀ ପରିବାର ତରଫରୁ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ଶ୍ରୀରାମ ଶର୍ମା
Read More...

‘ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା’ ଲୋକନୃତ୍ୟ ଗୀତରେ ଝୁମିଲେ ଦର୍ଶକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ
Read More...

ବାଗଦୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅସହାୟମାନଙ୍କୁ ପୋଲିସ ପ୍ରଶାସନ ଦ୍ୱାରା କମ୍ବଳ ବଣ୍ଟନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ବେଲପଡା ପୋଲିସ ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଅସହାୟ ନିରୀହମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧାମାନଙ୍କୁ
Read More...

କରନବୀର ସିଂଙ୍କ ସାଇକେଲରେ ବିଶ୍ୱ ଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ ପ୍ରଦେଶ ରୋପରର ବାସିନ୍ଦା କରନବୀର ସିଂ (୨୯) ସାଇକେଲ ଯୋଗେ ସଂପ୍ରତି ବିଶ୍ୱ ଭ୍ରମଣରେ ବାହାରି ଏବେ ରାଉରକେଲାରେ ପହଞ୍ଚିଛନ୍ତି । ସେ ଗତ ମାସରେ ଭାରତର ରାଜ୍ୟଗୁଡ଼ିକ ଭ୍ରମଣ କରି ଏବେ ରାଉରକେଲାରେ ହେଉଥିବା ବିଶ୍ୱକପ୍‌ ହକି ଆୟୋଜକ ଓ ଭାରତୀୟ
Read More...

ଗଞ୍ଜାମରେ ଅନୁକୂଳଚନ୍ଦ୍ର ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ଉତ୍ସବ ଅବସରରେ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ମନ୍ଦିରରେ
Read More...

ବିନିକା ବ୍ଲକସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମହଦା ଜଗନ୍ନାଥ ହାଇସ୍କୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଅଭିଯାନରେ ମୁଖ୍ୟଅତିଥି ଭାବରେ
Read More...

କବି ତ୍ରିନାଥ ସିଂହ ପାଇଲେ ‘ମିଳନୀ କବିତା ସମ୍ମାନ-୨୦୨୨’

କେନ୍ଦୁଝର : କେନ୍ଦୁଝର ସଂସ୍କୃତି ଭବନଠାରେ ଓଡ଼ିଶାର ବହୁପୁରାତନ ମିଳନୀ ସାହିତ୍ୟ ସଂସଦର ୬୨ତମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ ଭବ୍ୟ ସମାରୋହରେ ବର୍ତ୍ତମାନ ସମୟର ସୁପରିଚିତ କବି ତ୍ରିନାଥ ସିଂହଙ୍କୁ ୨୦୨୨ ମସିହା ନିମନ୍ତେ ମର୍ଯ୍ୟାଦାଜନକ 'ମିଳନୀ କବିତା ସମ୍ମାନ-୨୦୨୨'ରେ ସମ୍ବର୍ଦ୍ଧିତ
Read More...