Yearly Archives

2022

ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଜି ଅପରାହ୍ଣରେ ସ୍ଥାନୀୟ ସାମ୍ବାଦିକ ଭବନରେ କୃଷକ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମାଡ ଖାଇଥିବା ଚାଷୀ ଅଭିଯୋଗ କରିଛନ୍ତି
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ସହିଦ ମାଧବ ସିଂ ଓ ରମେଶ ସାହୁଙ୍କ ୧୨ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ସ୍ଥିତି ସହିଦ ସ୍ତମ୍ଭଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦୁଇ ଜଣ ସହିଦଙ୍କୁ
Read More...

ଚଳିତ ବର୍ଷ ସର୍ବଭାରତୀୟ ମଠଖାଇ ମହୋତ୍ସବରେ ପ୍ରଦର୍ଶିତ ହେବ ଭିନ୍ନ ଭିନ୍ନ ଭାଷାର ୫ଟି ଉଚ୍ଚକୋଟୀର ନାଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସର୍ବଭାରତୀୟ ମଠଖାଇ ମହୋତ୍ସବରେ ପ୍ରଦର୍ଶିତ ହେବ ଭିନ୍ନ ଭିନ୍ନ ଭାଷାର ୫ଟି ଉଚ୍ଚକୋଟୀର ନାଟକ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ଲ’ କଲେଜ ପରିସରରେ ମଠଖାଇ ମହୋତ୍ସବ କମିଟି ଓ ‘ଭୂମିକା’ ପକ୍ଷରୁ
Read More...

କୋଶଲୀ ସର୍ଟ ଫ୍ଲିମ୍ ‘ଛେର ଛେରଛେରା’ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ସର୍ଟ ଫ୍ଲିମ୍ 'ଛେର ଛେରଛେରା'ର ଶୁଭାରମ୍ଭ ହୋଇଯାଇଛି । ଝାଙ୍କରପାଲି ପଞ୍ଚାୟତ ସରପଞ୍ଚ ବହି ଓ କ୍ୟାମେରାକୁ ପୂଜା କରି ଶୁଭାରମ୍ଭ କରିଥିଲେ । ଗତ ରବିବାର ଦିନ ଠୁ ଛତ୍ରିଆପାଲି ଗାଆଁରେ ସୁଟିଂ ଆରମ୍ଭ ହୋଇଯାଇଛି । ଚୂଡାମଣି ମୁଦୁଲିଙ୍କ ରଚିତ ଓ
Read More...

ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ସ୍ମାରକୀ ସମାରୋହ ଉପଲକ୍ଷେ ବେଳାଭୂମିରେ ସୁଦାମଙ୍କ ବାଲୁକା କଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ହୀରକ ଜୟନ୍ତୀ ସମାରୋହ । ଏହି ଉତ୍ସବ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଏକ ବାଲୁକା କଳା । ଏହି ବାଲୁକା କଳାରେ ଶ୍ରୀକୃଷ୍ଣ ଓ
Read More...

ଅଳଙ୍କାର ଦୋକାନରୁ ଚୋରି ଅଭିଯୋଗ : ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବ୍ରାହ୍ମଣପଡାଠାରେ ଥିବା ଏକ ଅଳଙ୍କାର ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୋମବାର ଦୁଇ ଜଣ ଦୁର୍ବୃତ୍ତ ଅଳଙ୍କାର ଦୋକାନରୁ ଅଭିନବ ଉପାୟରେ ଚୋରି କରିଛନ୍ତି । ଏନେଇ ମାଲିକ ପ୍ରଭଞ୍ଜନ ମେହେର ଥାନାରେ ଅଭିଯୋଗ କରିଛନ୍ତି ।
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ, ସେମିଫାଇନାଲ୍‌ରେ କଣ୍ଟାବାଞ୍ଜି ଦଳ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏଥିରେ ଅତିଥି ଭାବେ ପତ୍ରାପାଲି ସରପଞ୍ଚ ରାଧେକୃଷ୍ଣ ଦୀପ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ,
Read More...

ଜଳିଗଲା ଧାନଖରି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ଭଣ୍ଡାରବାଞ୍ଜି ଗାଁର ଚାଷୀ ଉଦ୍ଧବ ମାଝୀଙ୍କ ଖଳାରେ ଗଚ୍ଛିତ ଥିବା ଧାନଖରି ଜଳିଯାଇଛି । ଖବର ପାଇ ମୁରିବାହାଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ୯୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଥିଲା
Read More...

କାଠ କୋଇଲା ବୋଝେଇ ଟାଟା ଏସି ଗାଡି ଜବତ : ୩ ଗିରଫ

ଘଟଗାଁ : କାଠ କୋଇଲା ବୋଝେଇ ଟାଟା ଏସି ଗାଡି ଜବତ । କେନ୍ଦୁଝର ଜିଲ୍ଲା ଘଟଗାଁ ବାଇଗଣପାଳ ଗ୍ରାମରେ ଚଢାଉ କରି କାଠ କୋଇଲା ବୋଝେଇ ଟାଟାଏସି ଗାଡି ଜବତ କରିବା ସହ ୩ ଜଣକୁ ଗିରଫ କରିଛି ବନବିଭାଗ । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବାଇଗଣପାଳ ଗ୍ରାମରେ ଓଡି୦୨ ସିଏ ୧୦୪୨ ନମ୍ବର
Read More...

ଅମାମୁଣ୍ଡାରେ ବାର୍ଷିକ ଶିଶୁ ମହୋତ୍ସବ

ଅମାମୁଣ୍ଡା, (କେପିଏନ୍‌ଏସ୍‌) : ମନହୀରା ପଞ୍ଚାୟତର ଅମାମୁଣ୍ଡାଠାରେ ହୋପ୍‌ ଅନୁଷ୍ଠାନର ବାର୍ଷିକ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଶିଶିରଚନ୍ଦ୍ର ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ନରେଶ ମାଥିଉସ୍‌, ଆଦାମ ଇସ୍ମାଏଲ୍‌, ସଚ୍ଚିଦାନନ୍ଦ ହନୁମାନ, ମହେଶ୍ୱର
Read More...