Daily Archives

୯ ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ସରକାର ୨ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରି ଗ୍ରେଡ୍‌ ଲେଭଲ-୧୫କୁ ପଦୋନ୍ନତି ଦେଇଥିବା ବେଳେ ୭ ଜଣ ଆଇଏଏସ୍‌ ଅଫିସରଙ୍କୁ ସୁପରଟାଇମ ସ୍କେଲ୍‌(ଲେଭଲ-୧୪ ପେ ମାଟ୍ରିକ୍ସ)କୁ ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ
Read More...

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ

ଅହମ୍ମଦାବାଦ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା' ହୀରାବେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗାନ୍ଧିନଗର ସେକ୍ଟର ସ୍ଥିତ ଶ୍ମଶାନ ଘାଟରେ ହୀରାବେନଙ୍କ ଅନ୍ତିମ ସତ୍କାର କରାଯାଇଛି । ଶ୍ରୀ ମୋଦୀ ମା'ଙ୍କୁ ମୁଖାଗ୍ନି ଦେଇଛନ୍ତି । ଶୁକ୍ରବାର ଭୋର ୩.୩୦ରେ ହୀରାବେନଙ୍କର
Read More...

ବରଗଡରେ ସୁନ୍ଦରଗଡ ମହୋତ୍ସବର ପ୍ରସ୍ତୁତି

ବରଗଡ, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ପହିଲାରେ ସୁନ୍ଦରଗଡ ଜିଲ୍ଲାର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି । ତେବେ ସୁନ୍ଦରଗଡ ମହୋତ୍ସବର ଥିମ୍‌ ସଙ୍ଗ ବରଗଡ ଝାଙ୍କର ଷ୍ଟୁଡିଓରେ ରେକର୍ଡିଂ ହେଉଥିବା ଜଣାପଡିଛି । ଆର୍ନ୍ତଜାତୀୟ ସୁପରିଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କବି ଦୁର୍ଗା
Read More...

ଝାରମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇଥିବା ଧନୁଯାତ୍ରା ମହୋତ୍ସବରେ ସମ୍ମାନିତ ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇଥିବା ଧନୁଯାତ୍ରା ମହୋତ୍ସବରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସମ୍ମାନିତ ହୋଇଥିବା ଜଣାପଡିଛି । ତେବେ ଏଥିପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଧନୁଯାତ୍ରା ମହୋତ୍ସବ କମିଟିକୁ ଧନ୍ୟବାଦ ଦେଇଥିବା
Read More...

ରୁଗୁଡ଼ିପଡାଠାରେ ଗୋପାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ରୁଗୁଡିପଡାଠାରେ ଗୋପାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଉପସ୍ଥିତ ମହିଳାମାନଙ୍କ
Read More...

ବେକରେ ଜାଭ୍‌ଲିନ୍‌ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେରଙ୍କୁ ଭେଟିଲେ ଭଟଲି ବିଧାୟକ ଓ ବିଜୁ ଜନତା ଦଳର ରାଜ୍ୟ ପରିଷଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ସମୟରେ ବେକରେ ଜାଭ୍‌ଲିନ୍‌ ପଶି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ବେଳେ ଗତ କିଛି ଦିନ ତଳେ ସଦାନନ୍ଦ ମେହେର ହସ୍ପିଟାଲରୁ ଡିସଚାର୍ଜ
Read More...

ଝାରମୁଣ୍ଡାଠାରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଝାରମୁଣ୍ଡା ଠାରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଟଲୀ ବିଧାୟକ ତଥା ବଲାଙ୍ଗିର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା
Read More...

ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି ହୋଇଥିବା ନେଇ ଖବର ମିଳିଛି । ଟଙ୍କା ଧାର ଦିଆ ନିଆକୁ ନେଇ ଏହି ସଂଘବଦ୍ଧ ଆକ୍ରମଣ ଘଟିଥିବା ବେଳେ ଗୁରୁତର
Read More...

ପୁଡାପାଲି ଅଂଚଳରେ ହୋଇଥିବା ସିରିଜ୍‌ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୁଇଁନ୍ତଲା ପୋଲିସ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିରର ପୁଇଁନ୍ତଲା ଥାନା ଅନ୍ତର୍ଗତ ପୁଡାପାଲି ଅଂଚଳରେ ଗତ କିଛି ଦିନ ହେବ ସିରିଜ୍‌ ଚୋରି ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ପୁଇଁନ୍ତଲା ଥାନା ପୋଲିସ ଗିରଫ କରିଛି । ଗିରଫ ୩ ଜଣ ଚୋରମାନେ ପୁଡାପାଲି ଓ କଦମ୍ବପଡା ଅଂଚଳର ବୋଲି ଜଣାପଡିଛି ।
Read More...

କଦମ୍ବପଡାଠାରେ ବାଇକ୍‌ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ. ୧୭ର କଦମ୍ବପଡାଠାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି । ମୃତ ବାଇକ୍‌ ଆରେହୀ ଜଣକ ମୁନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସଦର
Read More...