Daily Archives

ବ୍ରାହ୍ମଣୀ ନଦୀରେ ବୁଡି ଯାଇ ବୃଦ୍ଧାଙ୍କ ମୃତ୍ୟୁ

ବ୍ରହ୍ମବରଦା : ଯାଜପୁର ସଦର ଥାନା ଅର୍ଥଙ୍ଗା ପଂଚାୟତ ଦାସ ସାହି ଘାଟରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବଡ ଚଅପୋଇ ଗ୍ରାମର ତିଲୋତ୍ତମା ଦାସ । ବଡ ଚଅପୋଇ ଗ୍ରାମର ତିଲୋତ୍ତମା ଦାସ ବ୍ରାହ୍ମଣୀ ନଦୀର ଅର୍ଥଙ୍ଗା ପଞ୍ଚାୟତ ଦାସ ସାହି ଘାଟକୁ
Read More...

ବସକୁ ପିଟିଲା ବାଇକ୍ : ୩ ମୃତ

ସୁନ୍ଦରଗଡ : ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଏକ ବସକୁ ବାଇକ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ବସଟି ତୁମୁଳିଆରୁ ବ୍ରଜରାଜନଗର ଯାଉଥିଲା । ଏହି ସମୟରେ ବାଇକଟି ଗୋପାଳପୁରରୁ ହେମଗିରି ଆସୁଥିବା ବେଳେ ତୁମୁଳିଆ ଛକ ନିକଟରେ ବସ ସହ ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨
Read More...

ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ୪ର୍ଥ ଦିବସର ମେଚ୍

ସନ-ରାଇଜ ଛତ୍ରପୁର ସହ ଭୁବନେଶ୍ୱର ବ୍ଲାକ ବ୍ଲାଷ୍ଟାର ମଧ୍ୟରେ ମେଚ୍‌ ଆରମ୍ଭ ହୋଇଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲରୋଡ଼ ନିକଟରେ ଚାଲିଥିବା ବନ୍ଧୁତ୍ତ୍ୱପୂର୍ଣ୍ଣ ମେଚ୍ ଖୁବ ସରଗରମ ହୋଇଛି । ଏହି ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ଜେଆଇଟିଏମ୍‌ରେ ଟିଚ୍‌ ଫେଆର୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ,ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢି ତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି
Read More...

ରିଲାଏନ୍ସ ଫାଉଣ୍ଡେସନ ଓ କୁକୁଡାଖଣ୍ଡି ପ୍ରାଣୀ ବିକାଶ ବିଭାଗର ମିଳିତ ସହଯୋଗରେ ପ୍ରାଣୀଧନ ଯତ୍ନ ଉପରେ ସଚେତନତା…

ଶୀତଦିନମାନଙ୍କରେ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ସମ୍ବନ୍ଧୀୟ ପରିଚାଳନା ଉପରେ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ଗ୍ରାମ ପଞ୍ଚାଯତ ଅଧିନସ୍ଥ ମହୁଡା ଗ୍ରାମର ଭୈରବୀ ମନ୍ଦିର ପ୍ରାଙ୍ଗଣରେ
Read More...

୧୪ତମ ମଠଖାଇ ମହୋତ୍ସବ ଜାନୁୟାରୀ ୮ରୁ ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୮ ତାରିଖରୁ ୧୪ତମ ମଠଖାଇ ମହୋତ୍ସବ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ଣରେ ସ୍ଥାନୀୟ ଅମଲା ଭବନରେ ଭୂମିକା ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୂମିକା ସଭାପତି
Read More...

ଜେସିଆଇର ନୂଆ କର୍ମକର୍ତ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ଜେସିଆଇର ନୂଆ କର୍ମକର୍ତ୍ତା ମନୋନୟନ କରାଯାଇଛି । ଏଥିପାଇଁ ନିକଟସ୍ଥ ବାନ୍ଦୁପଲା ଗାଁରେ ଏକ ସଭା ଆୟୋଜନ କରି କର୍ମକର୍ତ୍ତା ଚୟନ ସହ ଶପଥପାଠ କରାଯାଇଛି । ଉତ୍ସବକୁ ପୂର୍ବ ଜେସିଆଇ ସଭାପତି ମନୀଷ ଗୁପ୍ତା ପରିଚାଳନା କରିଥିଲେ । ମହେଶ
Read More...

ଜୈବିକ ପନିପରିବା ବଜାର ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଠାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଏକ ବଜାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ସିଡିପିଓ ସୁପ୍ରଭା ମହାପାତ୍ର, ଜୀବିକା ମିଶନ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ମିଶନ ଶକ୍ତି ବିପିସି ଉଜ୍ୱଳ ପଟେଲ,
Read More...

ଶ୍ରୀମୟୀ ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ଗତ ଅକ୍ଟୋବର ୯ ତାରିଖରେ ରାଜ୍ୟ ସରକାର ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି
Read More...

ପାଟଣାଗଡ ଧନୁଯାତ୍ରା ପାଇଁ କର୍ମକର୍ତ୍ତା ଚୟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାନୀୟ କଲେଜ ଛକଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା କମିଟି ସଭାପତି ଅନିଲ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତ ବର୍ଷ କମିଟିରେ
Read More...