Daily Archives

ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଇଁରାସର ଠାରେ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ବହୁ ସଂଖ୍ୟାରେ ଅବସରପ୍ରାପ୍ତ ସୈନିକ ମାନେ ଉପସ୍ଥିତ ଥିଲେ ।
Read More...

ରାସ୍ତା ଉପରେ ନୂଆଁ ଖାଇବେ ଆନ୍ଦୋଳନକାରୀ : ଝାରବନ୍ଧ ବ୍ଲକ ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପ୍ରକାର ଗୁରୁତର ଅଭିଯୋଗକୁ ନେଇ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘ ଆହ୍ୱାନରେ ଚାଲିଥିବା ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଦାବୀ ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବାରୁ ଆସନ୍ତା ୧…
Read More...

ନୂଆଁଖାଇ ପାଇଁ ଛୁଟି ଦାବୀ କଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ମହାନ୍‌ ଗଣପର୍ବ ନୂଆଁଖାଇ ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହେବ । କିନ୍ତୁ ଦୁଃଖର ବିଷୟ ଯେ, କୋଟି କୋଟି ଲୋକ ପାଳନ କରୁଥିବା ଏହି ଗଣପର୍ବ ନୂଆଁଖାଇ ଅବସରରେ ସରକାର ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା…
Read More...

ଧାନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର୍ ଓ ହେଲପର୍‌ ଆହତ

ଜି. ଉଦୟଗିରି : ଧାନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର୍ ଓ ହେଲପର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ସକାଳେ WB-57D 1472 ନମ୍ବର ବିଶିଷ୍ଟ ପଶ୍ଚିମବଙ୍ଗର ଏକ ଧାନ ବୋଝେଇ ଟ୍ରକ୍ କଳିଙ୍ଗା ଘାଟୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର୍ ଓ…
Read More...

ମଦ ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୬ ଅଟକ

ସୋର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳି ଦେବା ସଙ୍ଗେ ମଦ ଦୋକାନ ମାଲିକଙ୍କ ଏକ ୪ ଚକିଆ ଯାନକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନାନୁଯାୟୀ, ମୌଉଛଣ…
Read More...

ଜମିବାଡିକୁ ନେଇ ବଡଭାଇର ଆକ୍ରମଣରେ ଦୁଇ ସାନ ଭାଇ ଗୁରୁତର

ଯାଜପୁର : ଜମିବାଡ଼ିକୁ କେନ୍ଦ୍ର କରି ଭାଇକୁ ଆକ୍ରମଣ କଲା ବଡଭାଇ ।ଭାଇର ଆକ୍ରମଣରେ ଦୁଇ ସାନ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଘର ଭିତରୁ ପୋଲିସ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ…
Read More...

ଡିଭାଇଡର୍‌ରେ ପିଟିହୋଇ ଟ୍ରକ୍‌ ସହ ଧକ୍କା ହେଲା କାର୍ : ୧ ମୃତ, ୫ ଆହତ

ଖଲ୍ଲିକୋଟ : ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ଏକ…
Read More...

ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ : ଡ୍ରାଇଭର୍ ଫେରାର୍

ଆଠମଲ୍ଲିକ : ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ । ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା…
Read More...

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ : ନଦୀରେ ଭସେଇ ଦେଲେ ମୃତଦେହ

ରାଉରକେଲା, (ସସ୍ମିତା ପ୍ରଦାନ) : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଘଟଣ । ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ନଦୀରେ ଭସେଇ ଦେଇଛନ୍ତି । ମୃତ ମହିଳା ଜଣକ ହେଲେ ମୁନି ଓରାମ୍‌ । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ…
Read More...

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗରି : ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ୩ ଜଣ ହାର୍ଡକୋର ମାଓବାଦୀ ଧରାପଡିଛନ୍ତି । ଗିରଫ ତିନି ଜଣ ମାଓବାଦୀ ହେଲେ ରମେଶ ସୟାବି ପାଲ୍ଲୋ, ରେନୁ ନାରୋଟେ ଓ ଶସି ସମରୁ ପୁଙ୍ଗାଟି । ଛତିଶଗଡ ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ସିଆର୍‌ପିଏଫ୍‌ ଓ ସି-୬୦ ବାହିନୀ ପକ୍ଷରୁ ମିଳିତ…
Read More...