Daily Archives

ନକଲି ମାଓବାଦୀ ଗିରଫ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଖରସେଲ ଗ୍ରାମର ଲାଲବାହାଦୂର ବାଗ ଚହଗା ପଞ୍ଚାୟତର ସରପଞ୍ଚ ଜଗତ ରାମ ସାହୁଙ୍କ ସହ ବିଭିନ୍ନ ଲୋକଙ୍କୁ ମାଓବାଦୀ ଭୟ ଦେଖାଇ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହା ନେଇ ଏକ ମାମଲା ରୁଜୁ କରି ତଦନ୍ତ
Read More...

ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ୩୮% ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ୩୮% ବଢାଇଛନ୍ତି । ବର୍ତ୍ତମାନ ମାସିକ ₹୯,୦୦୦ରୁ ଏହା ₹୧୨,୪୮୦କୁ ବୃଦ୍ଧି ହୋଇଥିବା ବେଳେ ପୂର୍ବରୁ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ଭତ୍ତା
Read More...

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ହସ୍ତତନ୍ତ ଦିବସ ଅବସରରେ HTH Odisha ପକ୍ଷରୁ ରାଜ୍ୟସ୍ତରୀୟ 'ଜାତୀୟ ହସ୍ତତନ୍ତ ଦିବସ' ପାଳନ କରାଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ନିରବିଚ୍ଛିନ୍ନ ଭାବରେ ହସ୍ତଶିଳ୍ପ
Read More...

ଚିତ୍ରାଙ୍କନ ଏବଂ ଓଡ଼ିଆ ଭାଷାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଚିତ୍ରାଙ୍କନ ଏବଂ ଓଡ଼ିଆ ଭାଷାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତକାଲି ପ୍ରାୟ ଏଗାର ଶହ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଉପଦେଷ୍ଟା
Read More...

ଅମୃତ କଳସ ସୁନା ଗହଣା ଦୋକାନରୁ ଡକାୟତ ଅଭିଯୁକ୍ତଙ୍କୁ ଧରିବା ପାଇଁ ମାରୱାଡି ସମ୍ମେଳନ ପକ୍ଷରୁ ଏସଡିପିଓଙ୍କୁ ଦାବୀପତ୍ର…

ଆଗାମୀ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଅମୃତ କଳସ ସୁନା ଗହଣା ଦୋକାନରେ ଗତ ୦୫/୦୮/୨୦୨୨ ଦିନ ଘଟିଥିବା ଡକାୟତି ମାମଲାରେ ସଂପୃକ୍ତ ଡକାୟତ ଦଳଙ୍କୁ ଧରିବା ଲାଗି ଦୃଢ ଦାବୀ ଜଣାଇଛି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୯୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୧ ଜଣ
Read More...

ଆଜିଠୁ ଚାଲିବ ଟିଟିଲାଗଡ-ରାୟପୁର ପାସେଞ୍ଜର

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ବନ୍ଦ ଥିବା ୨ ଯୋଡା ପାସେଞ୍ଜର ଟ୍ରେନ୍‌ ସେବା ଚଳିତ ମାସରୁ ପୁଣି ଆରମ୍ଭ ହେବ । ଟ୍ରେନ୍‌ ନମ୍ବର ୦୮୨୭୭ ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ୱତନ୍ତ୍ର ୮ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍‌ ୯ତାରିଖରୁ
Read More...

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ

• ମିଳିତ ପ୍ରୟାସ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡ ମହାମାରୀରୁ ମୁକୁଳିବାରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ• ଜି-୨୦ ଭାରତକୁ ଏହାର ରାଜ୍ୟମାନଙ୍କ ସାମର୍ଥ୍ୟ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...